ବାୟୁସେନାର ୩ ବିମାନ ଦୁର୍ଘଟଣାଗ୍ରସ୍ତ

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ୩ଟି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।

ମଧ୍ୟପ୍ରଦେଶ ମୋରେନାରେ ୨ଟି ଫାଇଟର ପ୍ଲେନ୍ କ୍ରାସ୍ ହୋଇଥିବା ସୂଚନା।

ରାଜସ୍ଥାନ ଭରତପୁରରେ ଗୋଟିଏ ଜେଟ୍ କ୍ରାସ୍ ହୋଇଥିବା ବେଳେ ମୋରେନାରେ ଖସିଛି ସୁଖୋଇ-୩୦ ଓ ମିରେଜ-୨୦୦୦ ପ୍ଲେନ୍ ।

powered by social2s