• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
27
Fri, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୬-୨୭ ମାର୍ଚ୍ଚ ସେସନ ନାମଲେଖା ପାଇଁ ସମୟସୀମା ବୃଦ୍ଧି

Details
Odia Ray Admin
ଓଡିଶା
02 May 2026

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରତିଷ୍ଠିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୬-୨୭ ମାର୍ଚ୍ଚ ସେସନ ନାମଲେଖା ପାଇଁ ଅନଲାଇନ ଆବେଦନର ସମୟସୀମା ବୃଦ୍ଧି କରାଯାଇଛି। ଏହା ମେ’ ୧୫ ତାରିଖ ଯାଏଁ ଚାଲିବ। ଛାତ୍ରଛାତ୍ରୀମାନେ 'ସ୍କୁଲ ଅଫ୍ ଇଞ୍ଜିନିୟରିଂ' ଏବଂ 'ସ୍କୁଲ ଅଫ୍ ସର୍ଭିସେସ୍' ପାଠ୍ୟକ୍ରମ ଅଧୀନରେ ମୋଟ ୧୦ଟି ବିଷୟରେ ନାମଲେଖାଇ ପାରିବେ। ବିଶ୍ୱ ଦକ୍ଷତା କେନ୍ଦ୍ର କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ମେ’ ୩୧ ତାରିଖରେ ଅନଲାଇନ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏହାପରେ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ପରେ ଜୁନ୍ ମାସରୁ ପାଠପଢ଼ା ଆରମ୍ଭ ହେବ। ବିଶ୍ୱ ଦକ୍ଷତା କେନ୍ଦ୍ରର ‘ସ୍କୁଲ ଅଫ୍ ଇଞ୍ଜିନିୟରିଂ’ ଅଧୀନରେ ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ୍, ମେକାଟ୍ରୋନିକ୍ସ, ଇଲେକ୍ଟ୍ରିକାଲ ଟେକ୍ନୋଲୋଜି, ଏୟାର କଣ୍ଡିସନିଂ ଆଣ୍ଡ ରେଫ୍ରିଜରେସନ୍, ଭର୍ଟିକାଲ ଟ୍ରାନ୍ସପୋର୍ଟେସନ୍ (ଲିଫ୍ଟ ଟେକ୍ନୋଲୋଜି) ଏବଂ ପ୍ରିସିସନ ଇଞ୍ଜିନିୟରିଂ ସହ ନୂଆ କରି ଆରମ୍ଭ ହେବାକୁ ଯାଉଥିବା ଡିଜିଟାଲ ଆନିମେସନ ବିଷୟ ରହିଛି। ଏହିସବୁ ଅତ୍ୟାଧୁନିକ ବିଷୟରେ ନାମଲେଖା ପାଇଁ ପ୍ରାର୍ଥୀମାନେ ଯେକୌଣସି ସରକାରୀ କିମ୍ବା ଘରୋଇ ଶିଳ୍ପ ତାଲିମ କେନ୍ଦ୍ର ତଥା ବୈଷୟିକ ଶିକ୍ଷାନୁଷ୍ଠାନରୁ ୨ ବର୍ଷିଆ ଆଇଟିଆଇ, ୩ ବର୍ଷିଆ ଡିପ୍ଲୋମା, ବି.ଇ କିମ୍ବା ବି.ଟେକ୍ କରିଥିବା ଆବଶ୍ୟକ। ସେହିପରି ‘ସ୍କୁଲ ଅଫ୍ ସର୍ଭିସେସ୍’ ବିଭାଗ ଅଧୀନରେ ଥିବା ଅତ୍ୟାଧୁନିକ ‘ବ୍ୟୁଟି ଆଣ୍ଡ ୱେଲନେସ୍’ ପାଠ୍ୟକ୍ରମ ସହ ହସ୍ପିଟାଲିଟି ଓ ହୋଟେଲ ଅପରେସନ ଏବଂ ଲଜିଷ୍ଟିକ୍ସ ଆଣ୍ଡ ସପ୍ଲାଏ ଚେନ ମ୍ୟାନେଜମେଣ୍ଟ ଭଳି ଦୁଇଟି ନୂଆ ବିଷୟରେ ନାମଲେଖା ହେବ। ଏଥିପାଇଁ ପ୍ରାର୍ଥୀମାନେ ଯୁକ୍ତ ୨, ସଂପୃକ୍ତ ବିଷୟରେ ଆଇଟିଆଇ କିମ୍ବା ଡିପ୍ଲୋମା କରିଥିବା ଆବଶ୍ୟକ। ଚଳିତବର୍ଷ ବିଶ୍ୱ ଦକ୍ଷତା କେନ୍ଦ୍ର ନାମଲେଖା ପ୍ରକ୍ରିୟାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜ୍ୟ ବାହାର ପ୍ରାର୍ଥୀଙ୍କ ପାଇଁ ୧୦ ପ୍ରତିଶତ ସିଟ୍ ସଂରକ୍ଷଣ କରିବାକୁ ବ୍ୟବସ୍ଥା କରାଯାଇଛି। ଆଗ୍ରହୀ ପ୍ରାର୍ଥୀମାନେ ବିଶ୍ୱ ଦକ୍ଷତା କେନ୍ଦ୍ରର ୱେବସାଇଟ୍‌ www.worldskillcenter.orgରେ ପଞ୍ଜୀକରଣ କରି ନିଜ ପସନ୍ଦର ବିଷୟରେ ନାମଲେଖା ପାଇଁ ଅନଲାଇନ ଆବେଦନ କରିପାରିବେ। ନାମଲେଖା ବିଷୟରେ ଅଧିକ ଜାଣିବା ପାଇଁ ଛାତ୍ରଛାତ୍ରୀମାନେ ୧୮୦୦ ୨୬୬ ୬୦୦୨ ଟୋଲ ଫ୍ରି ନମ୍ବରରେ ମଧ୍ୟ ଯୋଗାଯୋଗ କରିପାରିବେ। ଶିକ୍ଷିତ ଯୁବଗୋଷ୍ଠୀଙ୍କର ଦକ୍ଷତା ବିକାଶ କରିବା ଲାଗି ରାଜ୍ୟ ସରକାରଙ୍କ ‘ସ୍କିଲ୍ଡ ଇନ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ୨୦୨୧ ମସିହାରେ ଭୁବନେଶ୍ୱରଠାରେ ‘ୱାର୍ଲ୍ଡ ସ୍କିଲ ସେଣ୍ଟର’ ସ୍ଥାପନ କରାଯାଇଥିଲା। ସିଙ୍ଗାପୁରସ୍ଥିତ ‘ଆଇଟିଇ ଏଜୁକେସନ ସର୍ଭିସେସ’ର ବୈଷୟିକ ସହଯୋଗରେ ଏହି ଅନ୍ତର୍ଜାତୀୟ ଦକ୍ଷତା ବିକାଶ କେନ୍ଦ୍ରରେ ବିଭିନ୍ନ ଦକ୍ଷତା ବିଷୟରେ ତାଲିମ ଦିଆଯାଇଥାଏ। ଏହାସହ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱ ବିକାଶ ଏବଂ ଡିଜିଟାଲ ସାକ୍ଷରତା ପାଇଁ ଏକ ଉତ୍ତମ ପ୍ଲାଟଫର୍ମ ପ୍ରଦାନ କରିଥାଏ। ବିଶ୍ୱ ଦକ୍ଷତା କେନ୍ଦ୍ରରେ ଅନ୍ତର୍ଜାତୀୟ ଢାଞ୍ଚାର ପାଠ୍ୟକ୍ରମ ସହ ଆବଶ୍ୟକ ଭିତ୍ତିଭୂମି, ଅତ୍ୟାଧୁନିକ ଲାବୋରେଟୋରି ଏବଂ ବିଶ୍ୱସ୍ତରୀୟ ଯନ୍ତ୍ରପାତି ରହିଛି। ଏହି କେନ୍ଦ୍ରରେ ଫିନିସିଙ୍ଗ ସ୍କୁଲ ଢାଞ୍ଚାରେ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ଶିକ୍ଷା ଓ ତାଲିମ ଦିଆଯାଇ ସେମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଶିଳ୍ପ ସଂସ୍ଥା ଲାଗି ପ୍ରସ୍ତୁତ କରାଯାଉଛି। ଶିକ୍ଷା ଓ ତାଲିମ ଶେଷ ହେବା ପରେ ଛାତ୍ରଛାତ୍ରୀମାନେ କିପରି ଦେଶ ବିଦେଶର ବିଭିନ୍ନ ପ୍ରମୁଖ ସଂସ୍ଥାରେ ନିଯୁକ୍ତି ପାଇପାରିବେ ସେଥିପାଇଁ ପ୍ଲେସମେଣ୍ଟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି।

powered by social2s

ମାଟ୍ରିକ ପରୀକ୍ଷା ଫଳାଫଳ ଘୋଷଣା, ୫ ଲକ୍ଷ ୧୯ ହଜାର ୨୫୧ ଜଣ ପରୀକ୍ଷାର୍ଥୀ ସଫଳତାର ସହ ପରୀକ୍ଷାରେ ଉତ୍ତୀର୍ଣ୍ଣ

Details
Odia Ray Admin
ଓଡିଶା
02 May 2026

ଭୁବନେଶ୍ୱର (ଲୋପାମୁଦ୍ରା ପ୍ରଧାନ): ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶନିବାର ଦିନ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ କରିଛନ୍ତି। ଏହି ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ମୋଟ ୫ ଲକ୍ଷ ୧୯ ହଜାର ୨୫୧ ଜଣ ପରୀକ୍ଷାର୍ଥୀ ସଫଳତାର ସହ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପରୀକ୍ଷାର୍ଥୀଙ୍କ ସଂଖ୍ୟା ଓ ପରିସଂଖ୍ୟାନ ସୂଚନା ଅନୁସାରେ, ଏହି ପରୀକ୍ଷା ପାଇଁ ମୋଟ ୫,୪୪,୬୭୦ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୫,୩୬,୩୦୬ ଜଣ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ। ରାଜ୍ୟର ପ୍ରାୟ ୩,୦୮୨ଟି କେନ୍ଦ୍ରରେ ଏହି ପରୀକ୍ଷା ପରିଚାଳିତ ହୋଇଥିଲା। ତେବେ ପରୀକ୍ଷା ସମୟରେ ପ୍ରାୟ ୮,୩୬୪ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ଜଣାପଡ଼ିଛି। ଗ୍ରେଡ୍ ଅନୁଯାୟୀ ସଫଳତା ପରୀକ୍ଷା ଫଳାଫଳକୁ ବିଭିନ୍ନ ଗ୍ରେଡ୍‌ରେ ବିଭକ୍ତ କରାଯାଇଛି। ସେଥିମଧ୍ୟରୁ ୨,୪୫୬ ଜଣ ଛାତ୍ରଛାତ୍ରୀ A1 ଗ୍ରେଡ୍ (୯୦-୧୦୦%) ହାସଲ କରିଥିବା ବେଳେ ୧୫,୬୮୧ ଜଣ A2 ଗ୍ରେଡ୍ (୮୦-୮୯%) ପାଇଛନ୍ତି। ସେହିପରି ୪୩,୫୬୫ ଜଣ B1 ଗ୍ରେଡ୍, ୮୬,୧୦୩ ଜଣ B2 ଗ୍ରେଡ୍, ୧,୨୯,୮୧୩ ଜଣ C ଗ୍ରେଡ୍ ଏବଂ ୯୫,୪୮୧ ଜଣ ପରୀକ୍ଷାର୍ଥୀ E ଗ୍ରେଡ୍‌ରେ କୃତକାର୍ଯ୍ୟ ହୋଇଛନ୍ତି।

powered by social2s

ନିଆଁ ଲାଗି ମା' ମୃତ, ୪ ପୁଅ ଆହତ

Details
Odia Ray Admin
ଓଡିଶା
02 May 2026

ବାଲିଗୁଡ଼ା: ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଜଳିଗଲା ଘର। ଗତରାତିରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ତହସିଲ ଅନ୍ତର୍ଗତ ସୁଡ୍ରା ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା। ନିଆଁ ଲାଗି ପରିବାରର ମା' ଜୀବନ୍ତ ଦଗ୍‌ଧ ହୋଇଥିବା ବେଳେ ୪ ପୁଅ ଆହତ ହୋଇଛନ୍ତି। ଆହତ ୪ ଭାଇଙ୍କ ମଧ୍ୟରୁ ୨ ଜଣଙ୍କୁ ଫୁଲବାଣୀ ସ୍ଥାନାନ୍ତର କରାଯାଇଛି। ବିଦ୍ୟୁତ୍‌ ନଥିବାରୁ ଲାଗିଥିବା ମହମବତୀ ସଂସ୍ପର୍ଶରେ ଆସିଥିଲା ସିଲିଣ୍ଡର।

powered by social2s

ଶ୍ରମିକ ଦିବସରେ ସମ୍ବଲପୁରରେ ସଫେଇ ଅଭିଯାନର ଶୁଭାରମ୍ଭ

Details
Odia Ray Admin
ଓଡିଶା
01 May 2026

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସଫେଇ ଅଭିଯାନରେ ଯୋଡିହେଲା ଆଉ ଏକ ଏଜେନ୍ସି। ସଫେଇ କାମର ୬ ନମ୍ବର ଜୋନ ଅନ୍ତର୍ଗତ ୧୩, ୧୪, ୧୫, ୧୮ ଓ ୩୪ ନମ୍ବର ୱାର୍ଡର ସଫେଇ କାର୍ଯ୍ୟ କରିବାକୁ ସ୍ବର୍ଣ୍ଣ ଦେବୀ ଏଜେନ୍ସି ଏହି ଦାୟିତ୍ୱ ଦିଆଯାଇ ଶ୍ରମିକ ଦିବସ ଭଳି ଦିନରେ ଏହାର ଶୁଭାରମ୍ଭ କରାଯାଇଛି। ଏହାକୁ ସାଂସଦ ପ୍ରତିନିଧି ତଥା ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାଏକ ଓ ଜିଲ୍ଲା ବିଜେପି ସଭାପତି ରାମଚନ୍ଦ୍ର ମେହେର ଆନୁଷ୍ଠାନିକ ଭାବେ ଏହାକୁ ଫିତା କାଟି ଉଦଘାଟନ କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଡା. ରାଜାରାମ ଷଡ଼ଙ୍ଗୀ, ଦେବେନ୍ଦ୍ର ମେହେର, ଆଡଭୋକେଟ ଅର୍ଜୁନ ପଟ୍ଟନାୟକ, ଏସଏମସି ଡେପୁଟି କମିଶନର ହରିଓମ ଭୋଇ ଓ ଭିକ୍ଟର ସୋରେଙ୍ଗ,ଏସଡବ୍ଲୁଏମ ମୋନିକା ମୋନାଲି ମାନସିଂ, ବିଜେପି ଜିଲ୍ଲା ଉପସଭାପତି ଅଶ୍ୱିନୀ ସ୍ୱାଇଁ ଓ ପ୍ରମୁଖ ଉପସ୍ଥିତ ଥିଲେ।ସ୍ବର୍ଣ୍ଣ ଦେବୀ ଏଜେନ୍ସିର ସ୍ଥାନୀୟ ପରିଚାଳିକା ଲେନୁ ପରିଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସ୍ୱଚ୍ଛତା ପାଇଁ ଶ୍ରମିକଙ୍କ ଶ୍ରମ ଜୀବନ ପାଇଁ ଅମୂଲ୍ୟ। ସେମାନଙ୍କ ତ୍ୟାଗ, ନିଷ୍ଠା ଓ ପରିଶ୍ରମ ସୁସ୍ଥ ପରିବେଶ ଓ ନିର୍ମଳ ହୃଦୟ ପାଇଁ ଖୁବ ଗୁରୁତ୍ୱ ପୂର୍ଣ୍ଣ ଥିବାରୁ ଏଜେନ୍ସି ଏହି କାର୍ଯ୍ୟକୁ ଆନ୍ତରିକ ମନୋଭାବ ରଖି ସମ୍ପାଦନ କରିପାରିବ ବୋଲି ଅତିଥି ମାନେ କହିଥଲେ।

powered by social2s

ବଲାଙ୍ଗୀର ସହର ଓ ଏହାର ଆଖପାଖ ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ

Details
Odia Ray Admin
ଓଡିଶା
02 May 2026

ବଲାଙ୍ଗୀର: ( ଲୋପାମୁଦ୍ରା ପ୍ରଧାନ): ଆଜି ଭୋର ପ୍ରାୟ ୪ଟା ୪୦ ମିନିଟ ସମୟରେ ବଲାଙ୍ଗୀର ସହର ଓ ଏହାର ଆଖପାଖ ଅଞ୍ଚଳରେ ଏକ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ହଠାତ୍ ଘରର ଝରକା ଓ ଆସବାବପତ୍ର ଥରିବାରୁ ଶୋଇଥିବା ଅବସ୍ଥାରେ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ ଏବଂ ଭୟରେ ଘର ବାହାରକୁ ପଳାଇ ଆସିଥିଲେ। ସ୍ଥାନୀୟ ବାସିନ୍ଦାଙ୍କ ଅନୁମାନ ଅନୁସାରେ, ଏହି ଝଟକା କିଛି ସେକେଣ୍ଡ ପର୍ଯ୍ୟନ୍ତ ରହିଥିଲା। ବଲାଙ୍ଗୀର ସାଧାରଣତଃ ଭୂକମ୍ପ ପ୍ରବଣ ଅଞ୍ଚଳ ହୋଇନଥିବାରୁ ଏହି ଘଟଣା ଏବେ ବିଶେଷଜ୍ଞଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ପଡ଼ୋଶୀ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ସମାନ ଭାବେ ମୃଦୁ ଝଟକା ଅନୁଭୂତ ହେଉଥିବାରୁ ଏହା ପଛର ଭୂତାତ୍ତ୍ୱିକ କାରଣ ଉପରେ ଅଧିକ ଗବେଷଣା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ତେବେ ଏହି ପ୍ରାକୃତିକ ବିପର୍ଯ୍ୟୟରେ କୌଣସି ପ୍ରକାରର କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ।

powered by social2s

ପ୍ରତ୍ନତତ୍ତ୍ୱ ବିଜ୍ଞାନ ଏବଂ କୃତ୍ରିମ ବୁଦ୍ଧିମତ୍ତା AI ର ବିକାଶ

Details
Odia Ray Admin
ଓଡିଶା
02 May 2026

ଭୁବନେଶ୍ୱର : ପ୍ରତ୍ନତତ୍ତ୍ୱ ବିଜ୍ଞାନ ଏବଂ AI ର ବିକାଶ ପ୍ରତ୍ନତତ୍ତ୍ୱ ସହିତ AI ର ସମନ୍ୱୟ ଆମର ସାମୂହିକ ଇତିହାସକୁ ଅନୁସନ୍ଧାନ ଏବଂ ବ୍ୟାଖ୍ୟା କରିବାର ଏକ ଉଦାହରଣ ପରିବର୍ତ୍ତନକୁ ପ୍ରତିନିଧିତ୍ୱ କରେ।

ଧୂଳିପୂର୍ଣ୍ଣ ଅବଶେଷ ଏବଂ ପ୍ରାଚୀନ ଗ୍ରନ୍ଥର କ୍ଷେତ୍ରରେ ଆଉ ସୀମିତ ନୁହେଁ, ପ୍ରତ୍ନତତ୍ତ୍ୱ ଡିଜିଟାଲ୍ ଯୁଗ ମଧ୍ୟରେ ଏକ ନୂତନ ଯୁଗକୁ ଗ୍ରହଣ କରୁଛି। ଏବଂ AI ପ୍ରଯୁକ୍ତିବିଦ୍ୟା ଆଗକୁ ବଢ଼ିବା ସହିତ, ବହୁ ଦିନ ଧରି ଚାଲିଆସିଥିବା ସଭ୍ୟତାର ରହସ୍ୟଗୁଡ଼ିକୁ ଉନ୍ମୋଚନ କରିବାର ଆମର କ୍ଷମତା ମଧ୍ୟ ବୃଦ୍ଧି ପାଇବ। ପ୍ରତ୍ନତତ୍ତ୍ୱ ଏବଂ AI ମଧ୍ୟରେ ସମ୍ପର୍କ ଏହି ଅତୀତକୁ ଭଲ ଭାବରେ ସୂଚନା ଦେବାରେ ସାହାଯ୍ୟ କରିବାକୁ ପ୍ରସ୍ତୁତ, ଏବଂ AI ଆଲଗୋରିଦମଗୁଡ଼ିକ ଅଧିକ ସୁଦୃଢ଼ ​​ଏବଂ ସୁଗମ ହେବା ସହିତ, ଏହା ପ୍ରତ୍ନତତ୍ତ୍ୱ ଅନୁସନ୍ଧାନର ପ୍ରତ୍ୟେକ କ୍ଷେତ୍ର ଏବଂ ତା'ଠାରୁ ଆଗକୁ ବୃଦ୍ଧି କରିବାର ସମ୍ଭାବନା ରଖେ।

ଯେତେବେଳେ ଆପଣ ପ୍ରତ୍ନତତ୍ତ୍ୱ ବିଷୟରେ ବିଚାର କରନ୍ତି, ଆପଣଙ୍କର ପ୍ରଥମ ଚିନ୍ତା ଗିଜାର ପିରାମିଡ୍ ମଧ୍ୟରେ ଗଭୀର ଭାବରେ ଅବସ୍ଥିତ ପ୍ରାଚୀନ ମିଶରୀୟ ସମାଧି କିମ୍ବା ଲକ୍ଷ ଲକ୍ଷ ବର୍ଷ ପୂର୍ବର ଏକ ଅଦ୍ଭୁତ ଡାଇନୋସର ଜୀବାଶ୍ମ ବିଷୟରେ ହୋଇପାରେ। କିଛି ଲୋକଙ୍କ ପାଇଁ, ପ୍ରତ୍ନତତ୍ତ୍ୱ ଏକ ପୁରୁଣା କ୍ୟାରିୟର ପରି ମନେ ହୋଇପାରେ ଯେତେବେଳେ ଆଧୁନିକ ପ୍ରଯୁକ୍ତିବିଦ୍ୟା ଆଜି ପର୍ଯ୍ୟନ୍ତ ପହଞ୍ଚି ନଥିଲା। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆଜିର ପ୍ରଯୁକ୍ତିବିଦ୍ୟା ଏହି ପ୍ରଚଳିତ ଅଧ୍ୟୟନ କ୍ଷେତ୍ରକୁ ସୂଚନା ଦେବାରେ ସାହାଯ୍ୟ କରିବା ପାଇଁ ବ୍ୟବହାର କରାଯାଉଛି? ଏହା ସତ୍ୟ - ପ୍ରତ୍ନତତ୍ତ୍ୱ ଏହାର ପ୍ରକ୍ରିୟାର ସମସ୍ତ ଦିଗଗୁଡ଼ିକରେ ଅଧିକରୁ ଅଧିକ AI ଅନ୍ତର୍ଭୁକ୍ତ ହେବା ଆରମ୍ଭ କରିଛି।

ପ୍ରାଚୀନ ବସତିର ସ୍ଥାନଗୁଡ଼ିକର ପୂର୍ବାନୁମାନ କରିବା ଠାରୁ ଆରମ୍ଭ କରି ଖଣ୍ଡିତ କଳାକୃତିର ପୁନଃନିର୍ମାଣ ଏବଂ ଖୋଳା ସ୍ଥାନ ଲଜିଷ୍ଟିକ୍ସ ବ୍ୟବହାର କରିବା ପର୍ଯ୍ୟନ୍ତ, ଅତୀତ ଏବଂ ବର୍ତ୍ତମାନର ବିଜ୍ଞାନ ଇତିହାସ ବିଷୟରେ ଆମର ବୁଝାମଣାକୁ ବିପ୍ଳବୀ କରିବା ପାଇଁ ନୂତନ ଉପାୟରେ ଏକାଠି ହେଉଛି। ପ୍ରତ୍ନତତ୍ତ୍ୱ ଅଧ୍ୟୟନରେ AI କିପରି ବ୍ୟବହୃତ ହୁଏ ସାମ୍ପ୍ରତିକ ଉନ୍ନତିଗୁଡ଼ିକ ଦର୍ଶାଏ ଯେ ପ୍ରତ୍ନତତ୍ତ୍ୱ ଅଧ୍ୟୟନରେ AI କିପରି ଏକ ଅବିଚ୍ଛେଦ୍ୟ ଉପକରଣ ହୋଇଯାଉଛି। ଆଜିର ପ୍ରତ୍ନତତ୍ତ୍ୱବିତ୍ମାନେ ସେମାନଙ୍କ କାର୍ଯ୍ୟର ବିଭିନ୍ନ ଦିଗରେ AI ବ୍ୟବହାର କରୁଥିବାରୁ କେବଳ ମାନୁଆଲ୍ ଖନନ କୌଶଳ ଉପରେ ନିର୍ଭର କରିବାର ଦିନ ଚାଲିଗଲା। ପ୍ରତ୍ନତତ୍ତ୍ୱରେ AI ର ସବୁଠାରୁ ଉଲ୍ଲେଖନୀୟ ପ୍ରୟୋଗ ମଧ୍ୟରୁ ଗୋଟିଏ ହେଉଛି ଅଣଦେଖା ପ୍ରତ୍ନତତ୍ତ୍ୱିକ ସ୍ଥାନଗୁଡ଼ିକୁ ଚିହ୍ନଟ କରିବା।

ନିର୍ମାଣ ପରିଚାଳନାରେ ବ୍ୟବହୃତ ପ୍ରଯୁକ୍ତିବିଦ୍ୟା ପରି, ପ୍ରତ୍ନତତ୍ତ୍ୱବିତ୍ମାନେ ସାଟେଲାଇଟ୍ ପ୍ରତିଛବି ବିଶ୍ଳେଷଣ କରୁଛନ୍ତି, ଡିଜିଟାଲ୍ ଟ୍ୱିନ୍ ଏବଂ ଲେଜର ପ୍ରଯୁକ୍ତିବିଦ୍ୟା ବ୍ୟବହାର କରୁଛନ୍ତି, ଏବଂ ନ୍ୟୁରାଲ୍ ନେଟୱାର୍କରେ ବଡ଼ ତଥ୍ୟ ଅନ୍ତର୍ଭୁକ୍ତ କରୁଛନ୍ତି - ଭବିଷ୍ୟବାଣୀ ଅଧ୍ୟୟନ ପାଇଁ ଭୂତାତ୍ତ୍ୱିକ ସୂଚନାର ବିଶାଳ ଡାଟାବେସ୍। "ଐତିହାସିକ ଦର୍ଶନର 3D ମଡେଲ୍ ତିଆରି କରିବା ଠାରୁ ପ୍ରାଚୀନ କବର ଖୋଜିବା ପାଇଁ ଲେଜର ରାଡାର ସହିତ ଅଞ୍ଚଳଗୁଡ଼ିକୁ ସ୍କାନିଂ କରିବା ପର୍ଯ୍ୟନ୍ତ," AI ଆଲଗୋରିଦମ ଏପରି ସମ୍ଭାବ୍ୟ ସ୍ଥାନଗୁଡ଼ିକୁ ଚିହ୍ନଟ କରିପାରିବ ଯାହା ପୂର୍ବରୁ ଅଣଦେଖା ହୋଇଥାଇପାରେ କିମ୍ବା ମଣିଷ ପାଇଁ ଅପହଞ୍ଚ ହୋଇପାରେ।

ଏହା ମେସୋପୋଟାମିଆର ଖୋଳାଯାଇଥିବା ସ୍ଥାନଗୁଡ଼ିକ ସହିତ ଜଡିତ ଏକ ସାମ୍ପ୍ରତିକ ଅଧ୍ୟୟନରେ ଦେଖାଯାଇଥିଲା ଯେଉଁଠାରେ AI 80 ପ୍ରତିଶତ ସଠିକତା ମଧ୍ୟରେ, ହଜିଯାଇଥିବା ପ୍ରାଚୀନ ସଭ୍ୟତା ଉପରେ ଆଲୋକପାତ କରିପାରୁଥିବା ଆଗ୍ରହର ନୂତନ କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରିଥିଲା। ପ୍ରାଚୀନ ପାଠ୍ୟଗୁଡ଼ିକୁ ବୁଝାଇବାରେ AI ଏହା ବ୍ୟତୀତ, AI ପ୍ରାଚୀନ ପାଠ୍ୟଗୁଡ଼ିକୁ ବୁଝାଇବା ଏବଂ ଅନୁବାଦ କରିବାର ପଦ୍ଧତିରେ ବିପ୍ଳବ ଆଣି ଦେଉଛି। ଏକ ଯୁଗାନ୍ତକାରୀ ଉଦ୍ୟମରେ, ଜଣେ 21 ବର୍ଷୀୟ ଗବେଷକ AI ଆଲଗୋରିଦମକୁ ନିୟୋଜିତ କରି ଏକ ସ୍କ୍ରୋଲରୁ ପାଠ୍ୟର ଏକ ଅଂଶକୁ ଡିକୋଡ୍ କରିଥିଲେ ଯାହା 2,000 ବର୍ଷରୁ ଅଧିକ ସମୟ ଧରି ଅପଠିତ ରହିଥିଲା ​​ଏବଂ ଏହାକୁ ଜୁଲିଅସ୍ ସିଜରଙ୍କ ସହିତ ଜଡିତ ବୋଲି ବିଶ୍ୱାସ କରାଯାଏ। "ପୋରଫାଇରାସ୍" ଶବ୍ଦ, ଯାହା ପ୍ରାଚୀନ ଗ୍ରୀକ୍ ଅର୍ଥ "ବାଇଗଣୀ", ଏତେ ପୁରୁଣା ଏବଂ ପୋଡ଼ିଯାଇଥିବା ସ୍କ୍ରୋଲରେ ଦୃଶ୍ୟମାନ କିଛି ପ୍ରକାରର ପାଠ୍ୟ ମଧ୍ୟରୁ ଗୋଟିଏ ଥିଲା ଯେ ଏହାକୁ ଅପରିବର୍ତ୍ତନୀୟ କ୍ଷତି ବିନା ଖୋଲିହେବ ନାହିଁ। ଏହି ଉଲ୍ଲେଖନୀୟ ସଫଳତା କେବଳ AI ର ଶକ୍ତି ପ୍ରଦର୍ଶନ କରେ ନାହିଁ, ବରଂ ଏହି ବିକଶିତ ପ୍ରଯୁକ୍ତିବିଦ୍ୟା ମଧ୍ୟରେ ପ୍ରତ୍ନତାତ୍ତ୍ୱିକ ଗବେଷଣାର ସହଯୋଗୀ ପ୍ରକୃତିକୁ ମଧ୍ୟ ଉନ୍ମୋଚିତ କରେ। କଳାକୃତି ସଂରକ୍ଷଣ ଏବଂ ପୁନରୁଦ୍ଧାର ପାଇଁ AI ପ୍ରତ୍ନତାତ୍ତ୍ୱିକ କଳାକୃତିର ସଂରକ୍ଷଣ ଏବଂ ପୁନରୁଦ୍ଧାର ପାଇଁ, AI ମଧ୍ୟ ବ୍ୟବହାର କରାଯାଉଛି। ଇଟାଲୀରେ, AI-ଚାଳିତ ରୋବୋଟ୍ 2021 ମସିହାରେ ଆରମ୍ଭ ହୋଇଥିବା "RePAIR" ନାମକ ଏକ ସହଯୋଗ ମାଧ୍ୟମରେ Pompeiiର ଏକ ସ୍ଥାନରୁ ଆବିଷ୍କୃତ ସୂକ୍ଷ୍ମ କଳାକୃତିଗୁଡ଼ିକର ମରାମତି କରୁଛନ୍ତି। ଆକାର, ଆକୃତି ଏବଂ ଡିଜାଇନ୍ ଆଧାରରେ କଳାକୃତିଗୁଡ଼ିକୁ ଡିକୋଡ୍ କରିବା ପାଇଁ AI ସଫ୍ଟୱେର୍ ବିକଶିତ ହୋଇଥିଲା, ଏବଂ ଏକ ସ୍ୱତନ୍ତ୍ର ଭାବରେ ତିଆରି ରୋବୋଟ୍ ତା'ପରେ ସଠିକତା, ସଠିକତା ଏବଂ ସୁଗମତା ସହିତ ମିଳିଥିବା ବସ୍ତୁଗୁଡ଼ିକୁ ଖଣ୍ଡ ଖଣ୍ଡ କରିଥାଏ। ତେଣୁ, ପଦ୍ଧତିର ଏହି ମିଶ୍ରଣ AI ଏବଂ ପ୍ରତ୍ନତତ୍ତ୍ୱର ବିକଶିତ ପ୍ରକୃତି ଏବଂ ସଚେତନ ସୃଜନଶୀଳତା ସହିତ ମାନବତାର ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷା ଦେବା ପାଇଁ ଏହାର ପ୍ରତିବଦ୍ଧତାକୁ ଗୁରୁତ୍ୱାରୋପ କରେ। ସୌଜନ୍ୟ: B-ସ୍କୁଲ୍ ଫୋରମ୍ SDAR, IIT-ଭୁବନେଶ୍ୱର ଗବେଷଣା ଏବଂ ଉଦ୍ୟୋଗ ପାର୍କ www.unimindinfotech.com. ଶ୍ରୀ ଗୌତମ ମହାନ୍ତି, ପରିଚାଳନା ବିଶ୍ଳେଷକ ଏବଂ ଲେଖକ, ଭୁବନେଶ୍ୱର।

powered by social2s

ମହାନ ସୁଭ୍ର ଭ୍ରାତୃତ୍ୱ ଏବଂ ବୌଦ୍ଧ ଧର୍ମ

Details
Odia Ray Admin
ଓଡିଶା
01 May 2026

ଭୁବନେଶ୍ୱର : ଗ୍ରେଟ୍ ହ୍ୱାଇଟ୍ ବ୍ରଦରହୁଡ୍ ହେଉଛି ମାନବତାର ବିବର୍ତ୍ତନକୁ ମାର୍ଗଦର୍ଶନ କରୁଥିବା "ଆରୋହୀ ମାଷ୍ଟର" (ପ୍ରକାଶିତ ପ୍ରାଣୀ)ଙ୍କ ଏକ ଆଧ୍ୟାତ୍ମିକ ପଦାନୁକ୍ରମର ଏକ ପାଶ୍ଚାତ୍ୟ ଗୁପ୍ତ ଧାରଣା, ପ୍ରାୟତଃ ତିବ୍ଦତୀୟ ବୌଦ୍ଧ ଧର୍ମ ପରି ପୂର୍ବ ପରମ୍ପରା ଉପରେ ପ୍ରବଳ ଭାବରେ ଆକର୍ଷିତ, କିନ୍ତୁ ସେମାନଙ୍କଠାରୁ ଭିନ୍ନ। ଥିଓସୋଫିକାଲ୍ ପ୍ରତିଷ୍ଠାତା ହେଲେନା ବ୍ଲାଭାଟ୍ସ୍କି ଏବଂ ସି.ଡବ୍ଲ୍ୟୁ. ଲିଡ୍ବିଟର୍ ମହାଯାନ ବୌଦ୍ଧ ଧାରଣାକୁ ସାମିଲ କରିଥିଲେ, ଏହି ମାଷ୍ଟରମାନଙ୍କୁ ଶାମ୍ଭାଲାର ଜୀବମାନଙ୍କ ସହିତ ଚିହ୍ନଟ କରିଥିଲେ। ମୁଖ୍ୟ ସଂଯୋଗ ଏବଂ ପାର୍ଥକ୍ୟ ଥିଓସୋଫିକାଲ୍ ବୌଦ୍ଧ ଧର୍ମ: ବ୍ଲାଭାଟ୍ସ୍କି ଏବଂ ପ୍ରାରମ୍ଭିକ ଥିଓସୋଫିକାଲ୍ (ହେନରୀ ଷ୍ଟିଲ୍ ଓଲକଟ୍ ପରି) ବୌଦ୍ଧ ଭାବରେ ଚିହ୍ନଟ କରିଥିଲେ, ବୁଦ୍ଧଙ୍କୁ "ମାଷ୍ଟର-ଅନୁଗତ" ଭାବରେ ଦେଖୁଥିଲେ। ସେମାନେ ବୌଦ୍ଧ ଧର୍ମକୁ "ଶୁଦ୍ଧ" କରିବାକୁ ଲକ୍ଷ୍ୟ ରଖିଥିଲେ, ଏହାକୁ ଏକ ଗୁପ୍ତ ଦୃଷ୍ଟିକୋଣ ମାଧ୍ୟମରେ ବ୍ୟାଖ୍ୟା କରୁଥିଲେ। ଶାମ୍ଭାଲା ସଂଯୋଗ: ପରବର୍ତ୍ତୀ ଥିଓସୋଫିକାଲ୍, ବିଶେଷକରି ଆଲିସ୍ ବେଲି ଏବଂ ହେଲେନା ରୋରିଚ୍, ଗ୍ରେଟ୍ ହ୍ୱାଇଟ୍ ବ୍ରଦରହୁଡ୍କୁ ଶାମ୍ଭାଲାର ପୌରାଣିକ ରାଜ୍ୟ ସହିତ ସଂଯୋଗ କରିଥିଲେ, ଯାହାକୁ ପ୍ରାୟତଃ ଆଧ୍ୟାତ୍ମିକ ଶକ୍ତିର ଏକ ତିବ୍ଦତୀୟ ବୌଦ୍ଧ କେନ୍ଦ୍ର ଭାବରେ ବର୍ଣ୍ଣନା କରାଯାଇଥିଲା। ଗୁରୁ/ମହାତ୍ମା: "ଗୁରୁ" (ଯେପରିକି କୂଟ୍ ହୁମି ଏବଂ ମୋର୍ଯ୍ୟ)ଙ୍କୁ ପ୍ରାୟତଃ ତିବ୍ଦତରେ ରହୁଥିବା ଏବଂ ପୂର୍ବ ପରମ୍ପରାକୁ ଧରି ରହିଥିବା ଭାବରେ ଚିତ୍ରଣ କରାଯାଇଥିଲା, ଯଦିଓ ସେମାନେ ଏକ ପାଶ୍ଚାତ୍ୟ ଗୁପ୍ତ ଢାଞ୍ଚା ମଧ୍ୟରେ କାର୍ଯ୍ୟ କରୁଥିଲେ। "ଧଳା" ଅର୍ଥ: "ଧଳା" ଶବ୍ଦଟି ସେମାନଙ୍କର ଉଜ୍ଜ୍ୱଳ ଆଭା (ଉନ୍ନତ ଆଧ୍ୟାତ୍ମିକତା) କୁ ବୁଝାଏ, ଜାତି ନୁହେଁ। ପାର୍ଥକ୍ୟ: ପାରମ୍ପରିକ ବୌଦ୍ଧ ଧର୍ମ ଗ୍ରନ୍ଥଶାଳା (ଆରୋହୀ ଗୁରୁ) ମାନଙ୍କର ପଦାନୁକ୍ରମ ଉପରେ ଧ୍ୟାନ ଦିଏ ନାହିଁ ଯେଉଁମାନେ ଥିଓସୋଫି ଦ୍ୱାରା ବର୍ଣ୍ଣିତ ଉପାୟରେ ମାନବତାକୁ ମାର୍ଗଦର୍ଶନ କରନ୍ତି। ପ୍ରମୁଖ ଐତିହାସିକ ବ୍ୟକ୍ତିତ୍ୱ ହେଲିନା ବ୍ଲାଭାଟ୍ସ୍କି: ଧାରଣାକୁ ପ୍ରବର୍ତ୍ତନ କରିଥିଲେ ଏବଂ ଏହାକୁ ପୂର୍ବ ଆଡପ୍ଟସ୍ ସହିତ ସଂଯୋଗ କରିଥିଲେ। ଅନାଗରିକା ଧର୍ମପାଳ: ଜଣେ ପ୍ରମୁଖ ଶ୍ରୀଲଙ୍କାର ବୌଦ୍ଧ ପୁନରୁଦ୍ଧାରବାଦୀ ଯିଏ ପ୍ରାରମ୍ଭରେ ଥିଓସୋଫିକାଲ୍ ସମାଜ ସହିତ ଜଡିତ ଥିଲେ। ଖ୍ରୀଷ୍ଟମାସ ହମ୍ଫ୍ରିସ୍: ଲଣ୍ଡନରେ ଥିଓସୋଫିକାଲ୍ ସମାଜର ବୌଦ୍ଧ ଲଜ୍ ପ୍ରତିଷ୍ଠା କରିଥିଲେ। ବୌଦ୍ଧ ଧର୍ମ ଉପରେ ପ୍ରଭାବ ଥିଓସୋଫିକାଲ୍ ଆନ୍ଦୋଳନକୁ ସୀଲୋନ୍ (ଶ୍ରୀଲଙ୍କା)ରେ ବୌଦ୍ଧ ଧର୍ମକୁ ପୁନରୁଦ୍ଧାର କରିବାରେ ସାହାଯ୍ୟ କରିବା ଏବଂ ପଶ୍ଚିମରେ ବୌଦ୍ଧ ଧାରଣାଗୁଡ଼ିକୁ ପ୍ରବର୍ତ୍ତାଇବାରେ ଶ୍ରେୟ ଦିଆଯାଇଛି, ଯଦିଓ ସେମାନେ ପ୍ରାୟତଃ ଏଗୁଡ଼ିକୁ ଗୁପ୍ତ ପରମ୍ପରା ସହିତ ମିଶ୍ରଣ କରିଥିଲେ। ସୌଜନ୍ୟ: MH ଲଜ୍ ଏବଂ ଗ୍ରୁପ୍ ( ବ୍ରହ୍ମବିଦ୍ୟାର ଏକ ଅଧ୍ୟୟନ କେନ୍ଦ୍ର)। ଶ୍ରୀ ଗୌତମ ମହାନ୍ତି, ଗବେଷକ ବ୍ରହ୍ମବିଦ୍ୟା ବିଶେଷଜ୍ଞ ଏବଂ ଲେଖକ, ଭୁବନେଶ୍ୱର।

powered by social2s

More Articles ...

  1. ଆନ୍ତର୍ଜାତିକ ଶ୍ରମିକ ଦିବସ ୨୦୨୬ ସମାରୋହରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧିନରେ ୫ ଲକ୍ଷରୁ ଅଧିକ ପଞ୍ଜିକରଣ; ୫୪୧ କୋଟି ଟଙ୍କାର ସହାୟତା ବଣ୍ଟନ
  2. ଓଡ଼ିଶାର ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ ଏବଂ ୨୪x୭ ଜଳଯୋଗାଣ ମଡେଲ୍ ଅନୁଧ୍ୟାନ କଲେ ଇନ୍ଦୋର ମ୍ୟୁନିସିପାଲ୍ ପ୍ରତିନିଧି ଦଳ
  3. କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ସ୍ଥାୟୀତ୍ୱ ମଡେଲ - ନ. ୨ ଗାଣିତିକ ପ୍ରକ୍ରିୟା ଉତ୍କୃଷ୍ଟିକରଣ
Page 168 of 2255
  • Start
  • Prev
  • 163
  • 164
  • 165
  • 166
  • 167
  • 168
  • 169
  • 170
  • 171
  • 172
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.