• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
23
Mon, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ

Details
Odia Ray Admin
ଓଡିଶା
04 September 2026

ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ସହୟତା ରାଶିକୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି କଲେ ଓଡ଼ିଶା ସରକାର। ଶିଶୁ ବାଟିକାରୁ ଦ୍ୱାଦଶ ପଢୁଥିବା ଛାତ୍ରଙ୍କ ପାଇଁ ଲାଗୁ ହେବ ଏହି ବ୍ୟବସ୍ଥା। ମୃତ୍ୟୁ କିମ୍ବା ଅକ୍ଷମତା କ୍ଷେତ୍ରରେ ସହାୟତା ରାଶି ମିଳିବ ୨ ଲକ୍ଷ ଟଙ୍କା। ଉଚ୍ଚତର ଚିକିତ୍ସା ଲାଗି ସ୍ଥାନାନ୍ତର ପାଇଁ ମିଳିବ ୩୦ ହଜାର ଟଙ୍କା। ଯାତାୟାତ ଖର୍ଚ୍ଚ ବାବଦକୁ ମିଳିବ ୧୦ ହଜାର ଟଙ୍କା। ସରକାରୀ ମେଡିକାଲରେ ନିଶୁଳ୍କ ଚିକିତ୍ସା ପ୍ରଦାନ କରାଯିବ। ଅନୁକମ୍ପା ସହାୟତା ରାଶି ମା' କିମ୍ବା ବାପାଙ୍କୁ ପ୍ରଦାନ କରାଯିବ। ଉଭୟ ନଥିଲେ ଜିଲ୍ଲାପାଳଙ୍କ ଦ୍ୱାରା ଚିହ୍ନଟ ଅଭିଭାବକଙ୍କୁ ମିଳିବ ସହାୟତା। ସହୟତା ରାଶି ପାଇଁ ପ୍ରଧାନଶିକ୍ଷକ, ଜିଲ୍ଲାପାଳ, ଡିଇଓ, ବିଇଓଙ୍କ ଅନୁମୋଦନ ଆବଶ୍ୟକ। ଅନୁମୋଦନର ୨୪ ଘଣ୍ଟା ମଧ୍ୟରେ ଅଭିଭାବକଙ୍କୁ ମିଳିବ ସହାୟତା ରାଶି।

powered by social2s

ବନ୍ୟପ୍ରାଣୀ ସଂରକ୍ଷଣ ଇକୋସିଷ୍ଟମ୍

Details
Odia Ray Admin
ଓଡିଶା
04 September 2026

ଭୁବନେଶ୍ୱର : ବନ୍ୟପ୍ରାଣୀ ସଂରକ୍ଷଣ ହେଉଛି ସୁସ୍ଥ ଇକୋସିଷ୍ଟମ ଏବଂ ଜୈବ ବିବିଧତା ବଜାୟ ରଖିବା ପାଇଁ ବନ୍ୟ ଉଦ୍ଭିଦ ଏବଂ ପ୍ରାଣୀ ପ୍ରଜାତି ଏବଂ ସେମାନଙ୍କର ପ୍ରାକୃତିକ ବାସସ୍ଥାନକୁ ସୁରକ୍ଷା ଦେବାର ଅଭ୍ୟାସ। ସଂରକ୍ଷଣ କାହିଁକି ଗୁରୁତ୍ୱପୂର୍ଣ୍ଣ ପରିବେଶ ସନ୍ତୁଳନ: ପ୍ରାଣୀ ଏବଂ ଉଦ୍ଭିଦ ପରସ୍ପର ଉପରେ ନିର୍ଭର କରନ୍ତି। ମହୁମାଛି ଉଦ୍ଭିଦ ପରାଗ କରନ୍ତି, ଶିକାରୀ ତୃଣଭୋଜୀ ପ୍ରାଣୀଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରନ୍ତି ଏବଂ ମଇଳା ସଫା କରନ୍ତି। ମାନବ ବଞ୍ଚିବା: ପ୍ରକୃତି ସ୍ୱଚ୍ଛ ପାଣି, ସ୍ଥିର ବାୟୁ, ଔଷଧ ଏବଂ ଖାଦ୍ୟ ଉତ୍ସ ପ୍ରଦାନ କରେ ଯାହା ମାନବ ସମ୍ପ୍ରଦାୟକୁ ଜୀବନ୍ତ ରଖେ। ଆର୍ଥିକ ସହାୟତା: ସୁସ୍ଥ ଜଙ୍ଗଲ ଏବଂ ବନ୍ୟପ୍ରାଣୀ ପରିବେଶ ପର୍ଯ୍ୟଟନ ଏବଂ ସ୍ଥାୟୀ ବନୀକରଣ ଭଳି ବିଶ୍ୱ ଶିଳ୍ପକୁ ସମର୍ଥନ କରନ୍ତି। ମୁଖ୍ୟ ବିପଦ ବାସସ୍ଥାନ କ୍ଷତି: ମାନବ ନିର୍ମାଣ, କାଠ କାଟିବା ଏବଂ ଚାଷ ପ୍ରାକୃତିକ ଘରଗୁଡ଼ିକୁ ଛୋଟ, ଅସୁରକ୍ଷିତ ଖଣ୍ଡରେ ଭାଙ୍ଗିଦିଏ। ଅଭିଯୋଗ ଏବଂ ବାଣିଜ୍ୟ: ଅବୈଧ ଶିକାର ଏବଂ ପ୍ରାଣୀ ଅଂଶ ବିକ୍ରୟ ଅନେକ ବିରଳ ପ୍ରଜାତିକୁ ହଠାତ୍ ମୃତ୍ୟୁ ଆଡ଼କୁ ଠେଲିଦିଏ। ଜଳବାୟୁ ପରିବର୍ତ୍ତନ: ବିଶ୍ୱ ତାପମାତ୍ରା ପରିବର୍ତ୍ତନ ପ୍ରବାସ ଢାଞ୍ଚା, ଖାଦ୍ୟ ଯୋଗାଣ ଏବଂ ପାଣିପାଗ ଚକ୍ରକୁ ବାଧା ପ୍ରଦାନ କରେ। ପ୍ରଭାବଶାଳୀ ରଣନୀତି ସୁରକ୍ଷିତ କ୍ଷେତ୍ର: ସରକାର ଜାତୀୟ ଉଦ୍ୟାନ, ବନ୍ୟପ୍ରାଣୀ ଅଭୟାରଣ୍ୟ ଏବଂ ସଂରକ୍ଷିତ ସାମୁଦ୍ରିକ କ୍ଷେତ୍ର ସୃଷ୍ଟି କରନ୍ତି। କରିଡର: ଭୂମି ସେତୁ କିମ୍ବା ସଂଯୁକ୍ତ ଅଞ୍ଚଳ ଖାଦ୍ୟ ଏବଂ ପ୍ରଜନନ ପାଇଁ ବିଚ୍ଛିନ୍ନ ପାର୍କ ମଧ୍ୟରେ ପ୍ରାଣୀଙ୍କୁ ସୁରକ୍ଷିତ ଭାବରେ ଯିବାକୁ ଦିଏ। ସାର୍ବଜନୀନ ଶିକ୍ଷା: ପ୍ରକୃତି ସହିତ ସମନ୍ୱୟରେ ରହିବାକୁ ଶିକ୍ଷା ଦେବା ଦ୍ୱାରା ମାନବ-ପଶୁ ସଂଘର୍ଷ ହ୍ରାସ ପାଏ। ଆପଣ ଭାରତରେ ବିଲୁପ୍ତପ୍ରାୟ ପ୍ରଜାତି ବିଷୟରେ ଅଧିକ ଜାଣିବାକୁ ଚାହାଁନ୍ତି କି, କିମ୍ବା ସ୍ଥାନୀୟ ସଂରକ୍ଷଣ ପାଇଁ ଆପଣ ନେଇପାରୁଥିବା ନିର୍ଦ୍ଦିଷ୍ଟ ପଦକ୍ଷେପ ବିଷୟରେ ଜାଣିବାକୁ ଚାହାଁନ୍ତି କି? ସୌଜନ୍ୟ: B-SCHOOL FORUM SDAR. ଶ୍ରୀ ଗୌତମ ମହାନ୍ତି, ପରିଚାଳନା ବିଶ୍ଳେଷକ ଏବଂ ଲେଖକ, ଭୁବନେଶ୍ୱର।

powered by social2s

ସେପ୍ଟେମ୍ବର ୨୨ରୁ ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ

Details
Odia Ray Admin
ଓଡିଶା
03 September 2026

ଭୁବନେଶ୍ୱର : ସପ୍ତଦଶ ଓଡ଼ିଶା ବିଧାନସଭାର ସପ୍ତମ ଅଧିବେଶନ ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହେବ ବୋଲି ଆଜି ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ ଏବଂ ଏଥିରେ ୮ଟି ସରକାରୀ ଏବଂ ଗୋଟିଏ ବେସରକାରୀ କାର୍ଯ୍ୟଦିବସକୁ ମିଶାଇ ମୋଟ ୯ଟି କାର୍ଯ୍ୟଦିବସ ରହିବ । ସେପ୍ଟେମ୍ବର ୨୬ ଓ ୨୭ ତାରିଖ ସରକାରୀ ଛୁଟି ଯୋଗୁଁ ଗୃହକାର୍ଯ୍ୟ ବନ୍ଦ ରହିବ । ସେହିପରି ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ପାଇଁ ମଧ୍ୟ ଗୃହକାର୍ଯ୍ୟ ବନ୍ଦ ରହିବ ।

powered by social2s

ନେପାଳ ବନ୍ୟାରେ ଜୀବନ ହରାଇଥିବା ବ୍ୟକ୍ତି ବିଶେଷମାନଙ୍କ ଆତ୍ମାର ସଦଗତି ନିମନ୍ତେ ମହମବତୀ ଶୋଭାଯାତ୍ରା

Details
Odia Ray Admin
ଓଡିଶା
03 September 2026

ଭୁବନେଶ୍ୱର : ଶିବସେନା ପ୍ରମୁଖ ଏକନାଥ ଶିନ୍ଦେ ସାହେବଙ୍କ ନିର୍ଦ୍ଦେଶ ଅନୁସାରେ ରାଷ୍ଟ୍ରୀୟ ସଚିବ କ୍ୟାପଟେନ ଅଭିଜିତ ଅଡଶୁଲଙ୍କ ଦିଗଦର୍ଶନରେ ଶିବସେନା ଓଡ଼ିଶା ରାଜ୍ୟ ପ୍ରମୁଖ ରୁଦ୍ରନାରାୟଣ ଜିତ୍ ବାବୁଙ୍କ ନେତୃତ୍ୱରେ ନେପାଳରେ ଘଟିଥିବା ବନ୍ୟାରେ ଜୀବନ ହରାଇଥିବା ବ୍ୟକ୍ତି ବିଶେଷମାନଙ୍କ ଆତ୍ମାର ସଦଗତି ନିମନ୍ତେ ଭୁବନେଶ୍ୱରରେ ଏକ ମହମବତୀ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଜୀବନ ହରାଇଥିବା ବ୍ୟକ୍ତିଙ୍କ ପରିବାର ବର୍ଗମାନଙ୍କ ପାଖରେ ସମ୍ବେଦନା ପ୍ରକଟ କରିବା ପାଇଁ ଦୀପଦାନ କାର୍ଯ୍ୟକ୍ରମରେ ଶିବସେନାର ସମସ୍ତ ପଦାଧିକାରୀ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମ ଆଜି ସନ୍ଧ୍ୟା ୭ଟା ସମୟରେ ଶ୍ରେୟା ଟକିଜ୍ ଛକ ଠାରୁ ରାମ ମନ୍ଦିର, ଭୁବନେଶ୍ୱର ପର୍ଯ୍ୟନ୍ତ ପଦଯାତ୍ରା ମାଧ୍ୟମରେ କରାଯାଇଥିଲା।

powered by social2s

ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

Details
Odia Ray Admin
ଓଡିଶା
03 September 2026

ଭୁବନେଶ୍ୱର: ଓଡ଼ିଶାର ବିକାଶ ମୂଳକ କାର୍ଯ୍ୟ କୁ ଆଗେଇ ନେବା କ୍ଷେତ୍ରରେ ପାଣ୍ଠି ର ଅଭାବ ନାହିଁ I ରାସ୍ତା ଘାଟ ଠାରୁ ଆରମ୍ଭ କରି କୋଠାବାଡ଼ି ଓ ସେତୁ ନିର୍ମାଣ କ୍ଷେତ୍ରରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରୁଛନ୍ତି I ତେବେ ଯୁଗ ସହିତ ତାଳ ଦେଇ ଆମକୁ ଆଗକୁ ବଢିବାକୁ ପଡିବ I ଏଥିଲାଗି ବିଭିନ୍ନ ବିକଶିତ ଦେଶର ସର୍ବଶ୍ରେଷ୍ଠ ମଡେଲକୁ ଆପଣେଇବାକୁ ପଡିବ I ଆଧୁନିକ ଜ୍ଞାନ କୌଶଳର ସଠିକ ଉପଯୋଗ ଏବଂ କୃତ୍ରିମ ବୁଦ୍ଧିମତା ବ୍ୟବହାର କରି ନିର୍ମାଣ କ୍ଷେତ୍ରରେ ସ୍ଥାୟୀତ୍ୱ ଓ ଗୁଣବତ୍ତାକୁ ଗୁରୁତ୍ୱ ଦେବା ନେଇ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନିଜ ବିଭାଗୀୟ ଅଧିକାରୀ ଓ ଇଞ୍ଜିନିୟର ମାନଙ୍କୁ ପରାମର୍ଶ ଦେଇଛନ୍ତି I ଆଜି ଲୋକସେବା ଭବନ ସ୍ଥିତନିଜ ପ୍ରକୋଷ୍ଠରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଧକ୍ଷ୍ୟତା କରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଜାତୀୟ ରାଜପଥ ପ୍ରକଳ୍ପ ଠାରୁ ଆରମ୍ଭ କରି ଭୁବନେଶ୍ୱର ଭିଡ ନିୟନ୍ତ୍ରଣ ପ୍ରକଳ୍ପ, ପୁରୀ ଐତିହ୍ୟ ପ୍ରକଳ୍ପ, ବିଭିନ୍ନ ସ୍ଥାନରେ ନିର୍ମାଣ ହେବାକୁ ଥିବା ଇଲିଭେଟେଡ଼ ରାସ୍ତା , ଜୟଦେବ ବିହାର ନନ୍ଦନକାନନ ରାସ୍ତା, ଗୁଣ୍ଡିଚା ମନ୍ଦିର ନବୀକରଣ, ପରିବେଶ ଅନୁକୂଳ କୋଠା ନିର୍ମାଣ ଆଦି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ I ଏହି ଅବସରେ ମନ୍ତ୍ରୀ କହିଥିଲେ ଯେ ଆମେ ଅନେକ ପ୍ରକଳ୍ପରେ ନୂଆ ଜ୍ଞାନ କୌଶଳର ଉପଯୋଗ କରି ସଫଳତା ପାଇଛେ I ନୂଆ ପଦ୍ଧତି କେବଳ କାର୍ଯ୍ୟକୁ ସହଜ କରେ ନାହିଁ ବରଂ ଶୀଘ୍ର ପରିସମାପ୍ତିରେ ମଧ୍ୟ ସାହାଯ୍ୟ କରେ I ତେଣୁ ଏହି ପଦ୍ଧତିକୁ ଆପଣାଇବା ସହିତ ନିର୍ମାଣର ସ୍ଥାୟୀତ୍ୱ ଓ ଗୁଣବତ୍ତା ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ପଡିବ ବୋଲି କହିଥିଲେ I ବୈଠକରେ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ଯୋଗଦେଇ ରାଜ୍ୟ ସରକାରଙ୍କ ଅଭିମୁଖ୍ୟକୁ ପ୍ରାଧାନ୍ୟ ଦେଇ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକୁ କିଭଳି ତ୍ୱରିତ ବେଗରେ ଆଗେଇ ନେଇ ହେବ ସେଥିନେଇ ବିଭିନ୍ନ ପ୍ରସ୍ତାବ ମାନ ଦେଇଥିଲେ I ବୈଠକରେ ଅନ୍ୟ ମାନଙ୍କ ମଧରେ ଓବିସିସି ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା, ଇଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଇଂ ସମୀର ହୋତା, ଇଆଇସି ସିଭିଲ ଇଂ ସତ୍ୟବ୍ରତ ବେହେରା, ଅର୍ଥ ପରାମର୍ଶଦାତା ଶ୍ରୀ ରତିକାନ୍ତ ମହାପାତ୍ର, ଅତିରିକ୍ତ ଶାସନ ସଚିବ ପ୍ରଦୀପ କୁମାର ସାହୁ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ମନୋଜ ମହାନନ୍ଦ, ମୁଖ୍ୟଯନ୍ତ୍ରୀ ଶିବବ୍ରତ ତରିଆ, ଜାତୀୟ ରାଜପଥ ମୁଖ୍ୟଯନ୍ତ୍ରୀ -୧ ଇଂ ନାରାୟଣ ପଟେଲ, ଜାତୀୟ ରାଜପଥ ମୁଖ୍ୟଯନ୍ତ୍ରୀ -୨ ଦୀପକ କୁମାର ପାଣିଗ୍ରାହୀ ଏବଂ ଓବିସିସି ମୁଖ୍ୟ ପରିଚାଳକ ଶ୍ରୀଧର ରାଉତ ପ୍ରମୁଖ ଯୋଗ ଦେଇଥିଲେ I

powered by social2s

ଓଡ଼ିଶାରେ ଅଣ୍ଡା ଦର ଧୀରେଧୀରେ କମିବ: ମନ୍ତ୍ରୀ

Details
Odia Ray Admin
ଓଡିଶା
03 September 2026

ଭୁବନେଶ୍ୱର : ଓଡ଼ିଶାରେ ଅଣ୍ଡା ଦର ଧୀରେଧୀରେ କମିବ ବୋଲି କହିଲେ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ମନ୍ତ୍ରୀ କହିବା ଅନୁଯାୟୀ, ଅଣ୍ଡାର ଚାହିଦା ଅଛି, ବାହାରକୁ ଯାଉଥିବାରୁ ଦର ବଢ଼ିଛି। ଏବେ ରାଜ୍ୟରେ ପ୍ରତିଦିନ ପ୍ରାୟ ୧କୋଟି ୨୫ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି। ଏହାକୁ ବଢ଼ାଇ ଦୈନିକ ୨କୋଟି ଅଣ୍ଡା ଉତ୍ପାଦନ କରିବା ସରକାରଙ୍କ ଲକ୍ଷ୍ୟ ରହିଛି। କୁକୁଡ଼ା ଚାଷ ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରୋତ୍ସାହନ ଦେଉଛନ୍ତି। ଆଗାମୀ ଦିନରେ ରାଜ୍ୟରେ ଅଣ୍ଡା ଉତ୍ପାଦନ ଆହୁରି ବୃଦ୍ଧି ପାଇବ।

powered by social2s

ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ

Details
Odia Ray Admin
ଓଡିଶା
03 September 2026

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ ହୋଇଛି। ଆଜିଠାରୁ ୫ ତାରିଖ ଯାଏଁ ଚାଲିବ ପକ୍ଷୀ ଗଣନା। ପକ୍ଷୀ ଗଣନା ପାଇଁ ୪ଟି ଟିମ୍ ଗଠନ କରାଯାଇଛି। ପ୍ରାୟ ୧୦ଟି ପ୍ରଜାତିର ପକ୍ଷୀଙ୍କ ଗଣନା କରାଯିବ।

powered by social2s

More Articles ...

  1. ୨୮ଟି ନବଗଠିତ ଏନ ଏ ସି ପାଇଁ ୫୬୦ କୋଟି ଟଙ୍କାର ସ୍ୱତନ୍ତ୍ର ଉନ୍ନୟନ ପ୍ୟାକେଜ୍
  2. ବାଙ୍କୀରେ ୩ ଡେଙ୍ଗୁ ରୋଗୀ ଚିହ୍ନଟ
  3. ୧୮୦୦ କୋଟି ଟପିଲା ଶ୍ରୀମନ୍ଦିର ଜମା ରାଶି
Page 68 of 2250
  • Start
  • Prev
  • 63
  • 64
  • 65
  • 66
  • 67
  • 68
  • 69
  • 70
  • 71
  • 72
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.