ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

ମନୋରଞ୍ଜନ / କ୍ରୀଡା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ମୁମ୍ବାଇ (06/12/2020): ବିଶିଷ୍ଠ ହିନ୍ଦୀ ଏବଂ ମରାଠୀ ଅଭିନେତା ରବି ପଟବର୍ଦ୍ଧନଙ୍କର ହୃଦଘାତ ହେତୁ ରବିବାର ମୁମ୍ବାଇରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା 

ପଟବର୍ଦ୍ଧନଙ୍କର ଶନିବାର ଦିନ ଶ୍ୱାସକ୍ରିୟାରେ ସମସ୍ୟା ହେବାରୁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା।     ସେ ୧୫ଠ ରୁ ଅଧିକ ନାଟକ ଏବଂ ୨00 ରୁ ଅଧିକ ହିନ୍ଦୀ ଏବଂ ମରାଠୀ ଚଳଚ୍ଚିତ୍ରରେ  ଅଂଶ ଗ୍ରହଣ କରିଛନ୍ତି |

powered by social2s