![]()
ଭୁବନେଶ୍ୱର: କଂଗ୍ରେସ ଦେଇଥିବା ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଫେବୃଆରୀ 15) ଓଡିଶାର ସମସ୍ତ କଲେଜ ଏବଂ ବିଶ୍ୱବିଦ୍ୟାଳୟ ବନ୍ଦ ରହିବ। ରବିବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହା ସୂଚନା ଦିଆଯାଇଛି।
ବନ୍ଦ ଯୋଗୁଁ ରାଜ୍ୟରେ ସ୍କୁଲ ମଧ୍ୟ ବନ୍ଦ ରହିବ।
ତୈଳ ମୂଲ୍ୟ ବୃଦ୍ଧିକୁ ବିରୋଧ କରି ଆସନ୍ତାକାଲି ସକାଳ 7 ଟାରୁ 1 ଟା ମଧ୍ୟରେ ଏହି ଧର୍ମଘଟ ପାଳନ କରାଯିବ।
powered by social2s

