ବିସିଷ୍ଟ ସମାଜସେବୀ ନାରାୟଣ ମହାପାତ୍ର କାରୋନା ଯୋଦ୍ଧା ସମ୍ମାନ ଓ ଶ୍ରୀସେବା ସମ୍ମାନ ରେ ସମ୍ମାନିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ବର ତା ୧୬.୨.୨୧: ଆଜି ଟ୍ରାଫିକ ଅଡିଟୋରିୟମ, ଠାରେ ହେଲ୍ପମେଟ, ଭୁବନେଶ୍ୱର ତରଫରୁ ରାଜ୍ୟସ୍ତରୀୟ କାରୋନା ଯୋଦ୍ଧା ସମ୍ମାନ ୨୦୨୧ ଓ ଶ୍ରୀସେବା ସମ୍ମାନ କଟକ ଆଡିସନାଲ ଡସିପି ଡ.କିଶୋର କୁମାର ପାଣିଗ୍ରାହୀ, ଏସିପି ଦେବଜ୍ୟୋତି ଦାସ ଙ୍କ ଠାରୁ ଗ୍ରହଣ କରିଲେ ବିସିଷ୍ଟ ସମାଜସେବୀ ନାରାୟଣ ମହାପାତ୍ର।  

 

କାର୍ଯ୍ୟକ୍ରମରେ ହେଲ୍ପମେଟର ସଭାପତି ଡ ଅଞ୍ଜଳି ତ୍ରିପଠୀ, ସମ୍ପାଦିକା ନିବେଦିତା ଭଞ୍ଜ ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଉସ୍ତାହିତ କରିଥିଲେ। ଏହି ସମ୍ମାନ ପ୍ରଦାନ ଆମକୁ ଆହୁରି ଆଗକୁ ବଢିବା ନିମନ୍ତେ ସାହାଯ୍ୟ କରିବ। ମୁଖ୍ୟ ଅତିଥି ଓ ହେଲ୍ପମେଟର ସଭାପତି, ସମ୍ପାଦକ ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କୁ ମୋର ହୃଦୟ ରୁ କୃତଜ୍ଞତା ଜଣାଇବା ସଙ୍ଗେ ସଙ୍ଗେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ସେମାନଙ୍କର ସର୍ବଦା କଲ୍ୟାଣ ହେଉ କାମନା କରୁଛି ବୋଲି କହିଛନ୍ତି ଶ୍ରୀ ନାରାୟଣ ମହାପାତ୍ର।

 

ସେହିପରି କରୋନା ଯୋଦ୍ଧା ସଂମାନ ପାଇଲେ ପୋଲିସ କର୍ମଚାରୁ ଓ ଅନ୍ୟ ବିସିଷ୍ଟ ବ୍ୟକ୍ତି।

 

powered by social2s