ବାଲେଶ୍ୱର: ଆଜି ସକାଳେ ବାଲେଶ୍ୱର ତାରିଣୀ ଛକ ନିକତସ୍ତ ଏକ ବରଫ ପ୍ରସ୍ତୁତି କାରଖାନାରୁ ଅମୋନିଆ ବାଷ୍ପ ନିର୍ଗତ ହେବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା।
ଖବର ପାଇ ଅଗ୍ନିଶମ ଅଧିକାରୀ ମାନେ ଘଟଣାସ୍ଥଳରେ ପହଂଚି ଯେଉଁଠାରୁ ବାଷ୍ପ ନିର୍ଗତ ହେଉଥିଲା ତାକୁ ବନ୍ଦ କରିଥିଲେ।
powered by social2s

