୪୦ ଡିଗ୍ରୀ ଉପରେ ଭୁବନେଶ୍ୱରର ତାପମାତ୍ରା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଆଜି ରାଜ୍ୟ ରାଜଧାନୀର ତାପମାତ୍ରା ୪୦ ଡିଗ୍ରୀ ଟପିଛି। 

ଭୁବନେଶ୍ବର ର ତାପମାତ୍ରା ୪୦.୪ ଡିଗ୍ରୀ ରେକଡ କରାଯାଇଛି। 

ସେହିଭଳି ରାଜ୍ୟର ଅନ୍ୟ ୫ ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୮ଡିଗ୍ରୀ ଉପରେ ରହିଛି। 

ବାରିପଦା ର ତାପମାତ୍ରା ୩୮.୬ ଡିଗ୍ରୀ, ଅନୁଗୁଳର ୩୮.୧ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ବଲାଙ୍ଗୀର ଓ ନୟାଗଡ଼ ର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ରେକର୍ଡ କରାଯାଇଛି।

powered by social2s