ପଞ୍ଚାୟତିରାଜ ଦିବସରେ ମୋ ସେବାକେନ୍ଦ୍ର ଲୋକାର୍ପିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଆଜି ପଞ୍ଚାୟତିରାଜ ଦିବସ ଅବସରରେ ମୋ ସେବାକେନ୍ଦ୍ର ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକାର୍ପଣ ଉତ୍ସବରେ ସେବା ଓ ସମ୍ମାନ ହେଉଛି ବିଜେଡି ସରକାରଙ୍କ ମୂଳମନ୍ତ୍ର ବୋଲି ସେ ଉଦ୍ ବୋଧନ ଦେଇଛନ୍ତି। ଏହି ଅବସରରେ ୧୦୦୦ ରୁ ଅଧିକ ମୋ ସେବାକେନ୍ଦ୍ର ଲୋକାର୍ପିତ କରିଛନ୍ତି ସେ। 

5T ଉପକ୍ରମ ଅନୁସାରେ ଏହା କାର୍ଯ୍ୟକ୍ରମ ଆରମ୍ଭ କରିଛି। 

ଆଗକୁ ରାଜ୍ୟର ସବୁ  ପଞ୍ଚାୟତରେ ମୋ ସେବାକେନ୍ଦ୍ର ଖୋଲିବ। ଏହା ଦ୍ୱାରା ୮୦୦୦ ଯୁବକ ଯୁବତୀ ଆତ୍ମ ନିଯୁକ୍ତି ର ସୁଯୋଗ ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

powered by social2s