ଭୁବନେଶ୍ୱର ତା ୫.୩.୨୧ ମହାନ୍ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମ ଜୟନ୍ତୀ ଅବସରରେ ୱିନର ଆସୋସିଏସନ୍, ସହିଦନଗର ଠାରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।
ଆଜିର କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତି, ରୁଦ୍ର ନାରାୟଣ ସାମନ୍ତରାୟ, ଶ୍ରୀମତୀ ଶାଶ୍ବତୀ ମିଶ୍ର, ଉମାନାଥ ମିଶ୍ର, ନାରାୟଣ ମହାପାତ୍ର, ଗଣେଶ ରାଓ, ଶ୍ରୀନିବାସ ରାଓ,ଭବାନି ଜେନା, ମନୋଜ କୁମାର ରାଉଳ, ଲାଲା ରାୟ,ମନୋରଞ୍ଜନ ପଲେଇ, ପ୍ରକାଶ ନାୟକ, ରାହୁଲ ପଲେଇ, ଦେବାଶିଷ ମହାରଣା, ଓ ବହୁ ବିଜୁ ପ୍ରେମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
powered by social2s

