ଭୁବନେଶ୍ୱର: ୧୯୯୫ ବ୍ୟାଚ୍ ଆପିଏସ୍ ଅଫିସର ସୌମେନ୍ଦ୍ର ପ୍ରିୟଦର୍ଶୀ ହେଲେ ଭୁବନେଶ୍ୱର-କଟକର ନୂତନ ପୋଲିସ କମିଶନର। ସୁଧାଶୁଂ ଷଡ଼ଙ୍ଗୀଙ୍କ ଜାଗାରେ ତାଙ୍କୁ ନୂତନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି।
ପୁଲିସ କମିଶନର ଘୋଷଣା ପରେ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଲେ ସରକାର ବିଶ୍ୱାସ ରଖି ଏତେ ବଡ ଦାୟିତ୍ବ ଦେଇଛନ୍ତି, ଦାୟିତ୍ଵ ସଂପାଦକ ପାଇଁ ଆପ୍ରାଣ ଉଦ୍ୟମ କରିବି।
ଅଗ୍ନିଶମ ଡିଜି ହେଲେ ଏମ୍ ଅକ୍ଷୟ।
ତେବେ ପୁଲିସ ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ ହୋଇଛନ୍ତି ସୁଧାଶୁଂ ଷଡ଼ଙ୍ଗୀ।
powered by social2s

