ସମ୍ବଲପୁର VSSUT ରେ ମାର୍ଚ୍ଚ ୧୬ ରୁ ଆରମ୍ଭ ହେବ ଅଫଲାଇନ କ୍ଲାସ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ସମ୍ବଲପୁର: ସମ୍ବଲପୁର VSSUT ରେ ମାର୍ଚ୍ଚ ୧୬ ରୁ ଆରମ୍ଭ ହେବ ଅଫଲାଇନ କ୍ଲାସ। ଅନଲାଇନ କ୍ଲାସ ବନ୍ଦ କରାଯିବ ଓ ମାର୍ଚ୍ଚ ୧୭ ରୁ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ଆସିବେ କ୍ୟାମ୍ପସ। VSSUT କୋରୋନା ମୁକ୍ତ ହେବାପରେ ଏହି ନିଷ୍ପତି ନେଇଛନ୍ତି କୁଳପତି ବିଭୁତି ଭୂଷଣ ପତି।

powered by social2s