କୋରାପୁଟ ରେ ଦେଢ଼ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଲମତାପୁଟ:  କୋରାପୁଟ ଜିଲ୍ଲା କଙ୍ଗରପଡା ଛକ ନିକଟରୁ ଦେଢ଼ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ଜଣଙ୍କୁ ଅଟକ ରଖିଛି ଲମତାପୁଟ ପୋଲିସ। ଅଟକ ଯୁବକ କୋରାପୁଟ STI କଲୋନି ର ଭଗବାନ ଦଣ୍ଡସେନା। ଗଞ୍ଜେଇ ଚାଲାଣ ରେ ବ୍ୟବହାର ହୋଇଥିବା ଏକ ବାଇକ ଜବତ ହୋଇଛି। ମାଛକୁଣ୍ଡ ଅଞ୍ଚଳରୁ ଶିମିଳିଗୁଡା କୁ ଚାଲାଣ ହେଉଥିଲା ଗଞ୍ଜେଇ।

 

powered by social2s