ଜଳିଗଲା ଗୋଟିଏ ପରିବାର ର ୬ ବଖରା ଘର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଚାନ୍ଦବାଲି:  ଭଦ୍ରକ ଜିଲ୍ଲା ଆରଡ଼ି ନିକଟସ୍ଥ ନନ୍ଦପୁର ଗାଁରେ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ନିଆଁ ଲାଗିଯିବାରୁ ଜଳିଯାଇଛି ଗୋଟେ ପରିବାରର ୬ ବଖରା ଘର। ଅଳ୍ପକେ ବର୍ତିଲେ ଦୁଇ ଶିଶୁଙ୍କ ସମେତ ପାଞ୍ଚ ଜଣ ପରିବାର ସଦସ୍ୟ। ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି।

powered by social2s