ପୁରୀ: ଆଜି ପୁରୀ ଶ୍ରୀମନ୍ଦରର ସେବାୟତଙ୍କ ପାଇଁ କୋଭିଡ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ପୁରୀ ଲୋକନାଥ ରୋଡ଼ରେ ଥିବା ପ୍ରତିହାରୀ ନିଯୋଗ ବୈଠକ ଘରେ ଆରମ୍ଭ ହୋଇଥିବା ଏହି ଶିବିରରେ ପ୍ରତିଦିନ ୧୦୦ ଜଣ ସେବାୟତଙ୍କୁ ଦିଆଯିବ ମାଗଣାରେ ଟୀକା। ପ୍ରତିଦିନ ସକାଳ ୧୦ ଟାରୁ ଅପରାହ୍ନ ୫ ତା ଯାଏଁ ହେବ ଟୀକାକରଣ। ୪୫ ରୁ ଉର୍ଦ୍ଧ୍ବ ବୟସ ସେବାୟତ ମାନଙ୍କୁ ଟୀକା ଦିଆଯିବ।
powered by social2s

