ଓଡ଼ିଶାରେ ଶିକ୍ଷାବର୍ଷ ଆରମ୍ଭରୁ ହେବ ରିଭଜନ କ୍ଲାସ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର : ଓଡ଼ିଶାରେ ଶିକ୍ଷା ବର୍ଷ ଆରମ୍ଭରୁ ହେବ ରିଭିଜନ କ୍ଲାସ। ପ୍ରଥମ ୨/୩ ମାସ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ହେବ ରିଭିଜନ କ୍ଲାସ। ଛାତ୍ରଛାତ୍ରୀଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏହି ନିସ୍ପତି ନେଇଛନ୍ତି। ବିନା ପରୀକ୍ଷା ରେ ପାସ ନିସ୍ପତି ପରେ ଛାତ୍ରଛାତ୍ରୀଙ୍କର ହେବ ରିଭିଜନ କ୍ଲାସ। ସବୁ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲ ମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ।

 

powered by social2s