ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ଏକ ଗାଁ ରାସ୍ତାରେ କୋଇଲା ପରିବହନଙ୍କୁ ବିରୋଧ କରି ଆନ୍ଦୋଳନ କଲେ ଛାତ୍ରଛାତ୍ରୀ।ସୁନ୍ଦରଗଡ଼-ଟପରିଆ ରାସ୍ତାରେ ଆଜି ସକାଳେ ସ୍କୁଲ ୟୁନିଫର୍ମ ପିନ୍ଧି ହାତରେ ପ୍ଲାକାର୍ଡ ଧରି ରାସ୍ତାରେ ବସିଥିଲେ ଛାତ୍ରଛାତ୍ରୀ।ସେମାନେ କହିବା ଅନୁଯାୟୀ ଗାଁ ରାସ୍ତାରେ କୋଇଲା ପରିବହନ ଯୋଗୁ ପରିବେଶ ଦୂଷିତ ହେଉଛି।
powered by social2s

