କଳାହାଣ୍ଡିରେ ଟ୍ରକକୁ ୫ ଲକ୍ଷ ୯୦ ହଜାର ଟଙ୍କା ଫାଇନ୍

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
 
କଳାହାଣ୍ଡି: ଜିଏସଟି ଫାଙ୍କିବା ଅଭିଯୋଗରେ କଳାହାଣ୍ଡି ଜିଲ୍ଲାର ଏକ ଟ୍ରକକୁ ୫ ଲକ୍ଷ ୯୦ ହଜାର ଟଙ୍କା ଜରିମାନା କରାଯାଇଛି। 
ବାଣିଜ୍ୟକର ବିଭାଗର ଏନଫୋର୍ସମେଣ୍ଟ ଟିମ୍ ଏହି ଜରିମାନା ରାଶି ଆଦାୟ କରିଛି। 
ହର୍ଭେସ୍ଟର ବୋଝେଇ ଟ୍ରକଟି ସୋନପୁର ରୁ ଆନ୍ଧ୍ରପ୍ରଦେଶ ଯାଉଥିବାବେଳେ ଜୁନାଗଡ ବଳଦିଆମାଳ ନିକଟରେ ଟ୍ରକଟିକୁ ଜବତ କରାଯାଇଛି। 
ହର୍ଭେସ୍ଟରର କୌଣସି ବିଲ୍ କିମ୍ବା ରାଜ୍ୟ ବାହାରକୁ ପରିବହନ କରିବା ପାଇଁ ୱେବିଲ୍ ନଥିବାରୁ ଫାଇନ୍ କରାଯାଇଥିବା ସୂଚନା ମିଳିଛି।
 
 
 
powered by social2s