ଆଜିଠୁ ଦାଏଲ ୧୧୨

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
 
ଭୁବନେଶ୍ୱର: ଏଣିକି ୧୧୨ ଦାଏଲ କଲେ ମିଳିବ ୩ ଟି ଜରୁରୀ ସେବା।
 
ପୋଲିସ, ଦମକଳ ଓ ଆମ୍ବୁଲାନ୍ସ ପାଇଁ ଗୋଟିଏ ଏହି ଗୋଟିଏ ନମ୍ବର ର ଭିଡିଓ କନ୍ଫରେନସିଂ ରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
 
୧୧୨ ପାଇଁ ୪ ଡିଏସପି, ୧୫୧ ସବଇନ୍ସପେକ୍ଟର, ୨୦୩ ସହକାରୀ ସବଇନ୍ସପେକ୍ଟର ଏବଂ ୭୪୦ ଜଣ କନେଷ୍ଟବଳ ନିୟୋଜିତ ହେବେ।
 
 
 
powered by social2s