ବରିଷ୍ଠ ସଙ୍ଗୀତ ନିର୍ଦ୍ଧେଶକ ଜଲାଲ ଆଦେନିଙ୍କ ପରଲୋକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

କଟକ: ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଜଲାଲ ଆଦେନିଙ୍କର ପରଲୋକ ଘଟିଛି। 

କଟକ ଵକ୍ସି ବଜାର ବାସଭବନରେ ତାଙ୍କର ଆଜି ଦେହାନ୍ତ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା।

 

ଓଡ଼ିଆ ସହ ବହୁ ହିନ୍ଦୀ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜଲାଲ। 

 

'ନିଦ ଭରା ରାତି', 'ନୁପୁର ମୁଁ କାହିଁକି ବାନ୍ଧିଲି', ଏବଂ 'ମୁଁ ତୁମକୁ ଭଲ ପାଏ ଲୁଚି ଲୁଚିକା, ରେ ନିର୍ଦ୍ଧେଶନା ଦେଇଥିଲେ।

powered by social2s