କଟକ ଭୁବନାନନ୍ଦ ଇଂଜିନିୟରିଂ ସ୍କୁଲ ବନ୍ଦ କରିବା ଦାବିରେ ଛାତ୍ରଙ୍କ ବିକ୍ଷୋଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

କଟକ: ଭୁବନାନନ୍ଦ ଇଂଜିନିୟରିଂ ସ୍କୁଲ-BOSE ରେ ଛାତ୍ର ଅଶାନ୍ତି । ସ୍କୁଲ ବନ୍ଦ କରିବା ଦାବିରେ ଟାୟାର ଜାଳି ଛାତ୍ରଙ୍କ ବିକ୍ଷୋଭ।
୩ ଛାତ୍ର କୋଭିଡ଼ ପଜିଟିଭ ଚିହ୍ନଟ ହେବା ପରେ ସ୍କୁଲ ବନ୍ଦ ଦାବି କଲେ ଛାତ୍ର। ଆସନ୍ତା କାଲିଠାରୁ ଇଂଜିନିୟରିଂ ସ୍କୁଲରେ ପରୀକ୍ଷା ହେବାର ଅଛି । ଅନଲାଇନ୍ ପରୀକ୍ଷା କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ ।

powered by social2s