ମା ବିରଜାଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ଆଲୋଚନା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଆଗାମୀ ଦିନରେ ଓଡ଼ିଶାରେ କିପରି ମା ଙ୍କ ପ୍ରଚାର ଓ ପ୍ରସାର କୁ କିପରି ବ୍ୟାପକ କରି ହେବ ସେ ବିଷୟରେ ଆଜି ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ ମାଙ୍କ ନିମନ୍ତେ ପ୍ରସିଦ୍ଧ 'ମା ବିରଜା" ଙ୍କ କ୍ଷେତ୍ରରୁ ଏହାକୁ  ଆରମ୍ଭ କରି ଓଡ଼ିଶାର ସବୁଆଡେ ମା ଙ୍କ ପ୍ରଚାର ଓ ପ୍ରସାର କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଗଲା।

 

ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ ଇଣ୍ଡିଆର ମାନ୍ୟବର ଉପଦେଷ୍ଟାଙ୍କ ଉପସ୍ଥିତିରେ ଯାଜପୁର ଟାଉନ ଠାରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା।

 

"ବହୁରୂପା" ବହି କିପରି ସମସ୍ତ ମା ଙ୍କ ଭକ୍ତ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରାଯିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଗଲା। ସମସ୍ତଙ୍କର ସହୋଜୋଗ ଆଶା କରାଯାଇ ଓଡ଼ିଶାର ପ୍ରିୟ ଖାଦ୍ୟ ପଖାଳର ଆନନ୍ଦ ସମସ୍ତେ ମିଳିମିଶି ନେଇଥିଲେ।

ଶ୍ରୀ ଭବ ପ୍ରସାଦ ଦାସ ଓ ଶ୍ରୀ ରୁଦ୍ର ପ୍ରସାଦ ଦାସ ଙ୍କର  ଆଥିଥୟେତା ସମସ୍ତଙ୍କୁ ବହୁତ ଆନନ୍ଦ ଦେଇଥିଲା। ଆଜିର କାର୍ଯ୍ୟକ୍ରମରେ ଶ୍ରୀ ନାରାୟଣ ମହାପାତ୍ର, ଶ୍ରୀ ଉମାନଥ ମିଶ୍ର, ଶ୍ରୀ ମଳୟ ରଞ୍ଜନ ମହାପାତ୍ର, ଶ୍ରୀ ପଙ୍କଜ ପଟ୍ଟନାୟକ, ଶ୍ରୀନିବାସ ରାଓ ଭୁବନେଶ୍ୱରରୁ ଓ ଯାଜପୁର ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ।

 

powered by social2s