ଏପ୍ରିଲ ୧ ରୁ ହ୍ରାସ ପାଇବ ରୋଷେଇ ଗ୍ୟାସ ଦର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ନୂଆଦିଲ୍ଲୀ: ଆସନ୍ତା କାଲି ଏପ୍ରିଲ ୧ ନୂଆ ଆର୍ଥିକ ବର୍ଷର ପ୍ରଥମ ଦିନ। ଆଉ ପ୍ରଥମ ଦିନରେ ଏଲ ପି ଜି ଦର ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଲ ପି ଜି ସିଲିଣ୍ଡର ର ମୁଲ୍ୟ ୧୦ ଟଙ୍କା କମିବ ବୋଲି ନିଷ୍ପତ୍ତି ନେଇଛି ତେଲ କମ୍ପାନୀ । ନୂଆ ମୁଲ୍ୟ ଏପ୍ରିଲ ୧ ରୁ ଲାଗୁହେବ ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଉଛି। ଏହି କାରଣ ରୁ ଏହି ଉତ୍ପାଦ ଗୁଡ଼ିକର ମୁଲ୍ୟ ହ୍ରାସ ପାଇବା ସ୍ବଭାବିକ । ତେଣୁ ଗତ ସପ୍ତାହରୁ ପେଟ୍ରୋଲ ଓ ଡିଜେଲ ଇତି ମଧ୍ୟରେ ୩ ଥର ହ୍ରାସ ପାଇଛି ।

 

powered by social2s