ଅନୁଗୁଳ : ଅନଗୁଳ ଜିଲ୍ଲା ରେଙ୍ଗାଲି ଥାନା ଅଞ୍ଚଳରେ ଏକ ବନ୍ଧୁକ କାରଖାନା ଠାବ ହୋଇଛି। ଘଟଣାସ୍ଥଳରୁ ବନ୍ଧୁକ ବ୍ୟବସାୟୀ ରାଜନ କିସନଙ୍କୁ ଗିରଫ କରିଛି ପୋଲିସ। ଦେଶୀ ବନ୍ଧୁକ ତିଆରି କରି ଶିକାରୀଙ୍କୁ ବିକ୍ରି କରୁଥିଲା ରାଜନ। ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ପୋଲିସ।
powered by social2s