ଝାରସୁଗୁଡ଼ା: ଲଗାଣ ବର୍ଷା ଯୋଗୁଁ ଝାରସୁଗୁଡ଼ା ଜିଲ୍ଲାରେ ବୁଡ଼ିଲା ରାସ୍ତା ଘାଟ। ଫୁଲୁଛି ଜିଲ୍ଲାର ପ୍ରମୁଖ ଇବ୍, ଭେଡ଼େନ ଓ ବସୁନ୍ଧରା ନଦୀ। ବ୍ରଜରାଜନଗର ଲମଟିବାହାଲରୁ ମୁଖ୍ୟ ବଜାର ଟନେଲ ରାସ୍ତାରେ ଜମିଛି ବର୍ଷା ପାଣି। ପ୍ରସିଦ୍ଧ ପୀଠ ରାମଚଣ୍ଡୀ ମନ୍ଦିର ଭିତରେ ପଶିଲା ବନ୍ୟା ପାଣି। ଝାରସୁଗୁଡ଼ା ପୁରୁଣା ବସଷ୍ଟାଣ୍ଡ ରାସ୍ତା ଉପରେ ବି ବର୍ଷା ପାଣି ପ୍ରବାହିତ ହୋଇଛି।
powered by social2s