ହୀରାକୁଦର ୨୦ ଗେଟ୍‌ ଖୋଲିଲା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସମ୍ବଲପୁର: ବଢ଼ୁଛି ସମ୍ବଲପୁର ଜିଲ୍ଲାରେ ଥିବା ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଖୋଲିଲା ଆଉ ୮ଟି ଗେଟ୍‌। ବର୍ତ୍ତମାନ ୨୦ଟି ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ। ଉପରମୁଣ୍ଡରେ ବର୍ଷା ପାଇଁ ୨୦ଟି ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ। ବାମପଟର ୧୩ ଓ ଡାହାଣ ପଟର ୭ଟି ଗେଟ୍‌ ଖୋଲିଲା।

powered by social2s