ଭୁବନେଶ୍ୱର: ଓଡ଼ିଶାରେ ଆବଶ୍ୟକ ପଡିଲେ ଲାଗୁ ହୋଇପାରେ ଦିନ ବେଳା କର୍ଫ୍ୟୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ମନ୍ତ୍ରୀ କହିଛନ୍ତି ଯେ ଏବେ ସୀମାନ୍ତ ଜିଲ୍ଲାକୁ ପର୍ଯ୍ୟବେକ୍ଷକ ମାନେ ଯାଉଛନ୍ତି। ରେଲ୍ୱେଷ୍ଟେସନ , ଶିକ୍ଷାନୁଷ୍ଠାନ , ଏୟାରପୋର୍ଟ ସବୁଠି ପଜିଟିଭ ବହାରିଲେଣି । ଗଲାକାଲି ଦିନ କର୍ଫ୍ୟୁ ନେଇ ମତ ଦେଇଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର।
powered by social2s

