ଗଞ୍ଜାମରେ ବାହାଘର ଭୋଜିରେ ଖାଦ୍ୟ ପୁଡ଼ିଆ ନିର୍ଦ୍ଦେଶ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ପାଇଁ କୋଭିଡ କଟକଣା ରେ ସାମିଲ ହେଲା ଆଉ କିଛି ନୂଆ ନିୟମ। କୋଭିଡ ସଂକ୍ରମଣ ବୃଦ୍ଧି ଆଶଙ୍କାରେ ନୂଆ ନିୟମ ଲାଗୁକଲେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗୀ।ବିବାହ ଉତ୍ସବରେ ୧୦୦ ଜଣ ଅତୀର୍ଥଙ୍କ ଉପସ୍ଥିତି ପାଇଁ ଅନୁମତି ମିଳିଛି । ଭୋଜିରେ ପ୍ୟାକେଟ ଖାଦ୍ୟ ପରିବେଷଣ ଲାଗି ନିର୍ଦ୍ଧେଶ ଦିଆଯାଇଛି।

powered by social2s