ଶ୍ରୀଜଗନ୍ନାଥଙ୍କ ପାଞ୍ଚରାତ୍ର ମହୋତ୍ସବ ଅନୁଷ୍ଠିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ମହାପ୍ରଭୁଙ୍କ ଧୂପବେଶ ଚକେଇସିଆଣୀ-ସମେଇଗାଡିଆ ମଧ୍ୟ
ଶ୍ରୀଲକ୍ଷ୍ମୀନାରାୟଣ ମନ୍ଦିର, ଭୁବନେଶ୍ୱର, ତା ୫.୪.୨୧ ଶ୍ରୀଜଗନ୍ନାଥଙ୍କ
ପାଞ୍ଚରାତ୍ର ମହୋତ୍ସବର ଦ୍ୱିତୀୟ ଦିନରେ ଅନୁଷ୍ଠିତ ହୋଇଛି।

ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ଓ ଶ୍ରୀଜନ୍ନାଥଙ୍କ ପାଞ୍ଚରାତ୍ର ମହୋତ୍ସବ କମିଟି
ଚକେଇସିହାନି, ଭୁନେଶ୍ବରସ୍ଥିତ ଶ୍ରୀଲକ୍ଷ୍ମନାରାୟଣ ମନ୍ଦିରରେ ହେଉଥିବା
କାର୍ଯ୍ୟକ୍ରମକୁ ସ୍ୱାମୀଜୀ ଆଦ୍ୟାନନ୍ଦ ସରସ୍ଵତୀ ଉଦଘାଟନ କରିଥିଲେ । ପ୍ରତିଷ୍ଠାତା
ସଭାପତି ଶ୍ରୀ ଗୋପୀନାଥ ମହାନ୍ତି, ପରିଷଦର ବର୍ତ୍ତମାନର ସଭାପତି ଶ୍ରୀ ପ୍ରଭାତ
କୁମାର ନନ୍ଦ, ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ର, ଶ୍ରୀ ପରଶୁରାମ ପତି, ଶ୍ରୀ
କଲ୍ୟାଣ ପତିଙ୍କ ଉପସ୍ଥିତି ଏହା କରାଯାଇଥିଲା।
ଭଜନ କାର୍ଯକ୍ରମକୁ ଶ୍ରୀ ପ୍ରଶାନ୍ତ ବେହେରା, ବିପିନ ବିହାରୀ ସ୍ୱାଇଁ ପରିଚାଳନା
କରିଥିଲେ। ତତ୍ ପରେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟଙ୍କ ଦ୍ଵାରା ସ୍କନ୍ଦ ପୁରାଣରେ
ବର୍ଣ୍ଣିତ ଶ୍ରୀ ଜଗନ୍ନାଥଙ୍କ ବିଷୟରେ ପ୍ରବଚନ କାର୍ଯ୍ୟକ୍ରମ କରାଯାଇ ଥିଲା। ଆଜିର
ଏହି ଭବ୍ୟ କାର୍ଯ୍ୟରେ ଯୁଗ୍ମ ସମ୍ପାଦକ ଶ୍ରୀ ଅଜୟ ହରିଚନ୍ଦନ, କୋଷାଧ୍ୟକ୍ଷ ଶ୍ରୀ
ଅଖିଳ କୁମାର ସାହୁ, ଉପସଭାପତି ଶ୍ରୀ ରବିନାରାୟଣ ମହାପାତ୍ର, ଲଲିତ ମୋହନ ପଣ୍ଡା,
କମେଶ୍ୱର ରାଓ, ଅଚ୍ୟୁତ ପ୍ରସାଦ ବେହେରା, ଶ୍ରୀନିବାସ ରାଓ, ଶରତ ବଳ,
ପୂର୍ଣ୍ଣଚନ୍ଦ୍ର ରଥ, ଶରତ ଦାସ, ରାମଚନ୍ଦ୍ର ପାଢ଼ୀ,କୃଷ୍ଚ ଚନ୍ଦ୍ର ଦାସ, ମନୋଜ
ନାୟକ, ଚକ୍ରଧର ତ୍ରୀପା ଠି, ଗୌରହରି ନାୟକ ଓ ବହୁ ଭକ୍ତ ଯୋଗଦେଇଥିଲେ।

 

 

 

powered by social2s