ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ସାପ୍ତାହିକ ହାଟ ବନ୍ଦ ନିଷ୍ପତିକୁ ବିରୋଧ କରି ଚାଷୀ ଓ ବ୍ୟବସାୟୀ ଆଜି ସହର ଉପକଣ୍ଠ ନିକଟ ମୂଖ୍ୟ ରାସ୍ତାରେ ପରିବା ଢାଳି ପ୍ରତିବାଦ କରିଛନ୍ତି।
ଜିଲ୍ଲାରେ ପରିବା ବିକ୍ରି ସ୍ଥାନ ନିର୍ଦ୍ଧାରଣ ହୋଇନଥିବାରୁ ଚାଷୀ ଓ ବ୍ୟବସାୟୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟି ରେ ରଖି ହାଟକୁ ବନ୍ଦ ରଖିଛି ପ୍ରଶାସନ।
powered by social2s

