ଭୁବନେଶ୍ବର: ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବଜ୍ରକାପ୍ତା କାତି ଜବତ କରିଛି କ୍ରାଇମ୍ ବ୍ରାଞ୍ଚ ସ୍ଵତନ୍ତ୍ର ଟାସ୍କ ଫୋର୍ସ। ଚାଲାଣ ପୂର୍ବରୁ ଲକ୍ଷାଧିକ ଟଙ୍କାର ବଜ୍ରକାପ୍ତା କାତି ଜବତ କରାଯାଇଛି। ଜଣେ ଚାଲାଣକାରୀ ଗିରଫ ହୋଇଥିବା ସୁଚନା। ଗିରଫ ଅଭିଯୁକ୍ତ ବୌଦ୍ଧ ଗୋଛାବାଡ଼ର ସ୍ବାଭିମାନ ନାୟକ।
powered by social2s

