ଆଜି ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ଵର: ଆଜି ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ। ରାତି ୯ଟା ୫୭ ମିନିଟରେ ଗ୍ରହଣ ସ୍ପର୍ଶ। ରାତି ୧ଟା ୨୬ ମିନିଟରେ ଗ୍ରହଣ ମୋକ୍ଷ। ଗ୍ରହଣ ଅବଧି ୩ ଘଣ୍ଟା ୨୯ ମିନିଟ ଦିନ ୧୨ଟା ୫୭ରୁ ପାକ ନିଷେଧ, ଦେବ ନୀତି ବନ୍ଦ। ରାତି ୧ଟା ୨୭ ମିନିଟ ପରେ ଦେବନୀତି ଆରମ୍ଭ।

powered by social2s