ପୁରୀ ଶ୍ରୀମନ୍ଦିରରେ ୧୦ ରୁ ଅଧିକ ସେବାୟତ କରୋନା ପଜିଟିଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
ପୁରୀ: ପୁରୀ ଶ୍ରୀମନ୍ଦିରରେ ୧୦ରୁ ଅଧିକ ସେବାୟତ କରୋନା ଆକ୍ରାନ୍ତ ହୋଇଛନ୍ତି। 
ସେବାୟତ ପରିବାରର ୨ ଜଣ ସଦସ୍ୟ ମଧ୍ୟ କରୋନା  ପଜିଟିଭ ହୋଇଥିବା ଜଣାପଡିଛି। 
ସେହିଭଳି ଗୁଜରାଟରୁ ପୁରୀ ଆସିଥିବା ଜଣେ ୧୩ ବର୍ଷର ନାବାଳିକା ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। 
ପୁରୀ ରେଳଷ୍ଟେସନରେ ଆଣ୍ଟିଜେନ୍ ଟେଷ୍ଟ ପରେ ସେ କରୋନା  ପଜିଟିଭ ହୋଇଥିବା ଜଣାପଡିଛି। 
ତେବେ ତାଙ୍କ ପିତାମାତା କରୋନା ଆକ୍ରାନ୍ତ ହୋଇନାହାନ୍ତି।
powered by social2s