ଭୁବନେଶ୍ୱର: ଗତ ବର୍ଷ ଭଳି କରୋନା ମହାମାରୀ ଚଳିତ ବର୍ଷ ମଧ୍ୟ ବିଶ୍ଵ ର ଜନସାଧାରଣ ଙ୍କୁ ଆତଙ୍କିତ କରି କ୍ଷୀପ୍ର ଗତିରେ ବୃଦ୍ଧି ପାଇଛି, ଯଦିଓ କିଛି ଜନସାଧାରଣ ପ୍ରତିରୋଧକ ଔଷଧ ନେଇ ସାରିଛନ୍ତି, ଏହା ପର୍ଯ୍ୟାପ୍ତ ନୁହେଁ, ଆଗାମୀ ଦିନରେ ଏହି ମହାମାରୀ ଭୟାନକ ପରିସ୍ଥିତି ସୃଷ୍ଟି କରିପାରେ, କରୋନା ମହାମାରୀ ନିମନ୍ତେ ଏବେ ବି ସଚେତନତା ସୃଷ୍ଟି କରିବା ଦରକାର, ମାସ୍କ ପିନ୍ଧିବା, ସାମାଜିକ ଦୂରତା, ଓ ହାଥ ଧୋଇବା ଏବେ ବି କରୋନା ଯୁଦ୍ଧର ସର୍ବୋତ୍ତମ ଚିକିତ୍ସା, ନିଜେ ନିଜକୁ କିପରି ସୁରକ୍ଷିତ ରଖି ପାରିବେ ସେଥି ନିମନ୍ତେ ଚେଷ୍ଟା କରନ୍ତୁ,ଗତ ମହାମାରୀ ସମୟରେ ବହୁ ବ୍ୟକ୍ତି ବିଶେଷ ଓ ସାମାଜିକ ଅନୁଷ୍ଠାନ ଜନସାଧରଣ ଙ୍କ ମନରେ ସଚେତନତା ସୃଷ୍ଟି କରି ବହୁ ଜନ ଜୀବନ ରକ୍ଷା କରି ଥିଲେ, ଏହା ଯେ ଖାଲି ସରକାରଙ୍କର ଦାୟିତ୍ଵ ଭାବି ରହିଯିବା ଠିକ ହେବ ନାହିଁ, ଆମମାନଙ୍କୁ ପୁଣି ଉଠିବାକୁ ,ଓ, ଦଉଡି ବାକୁ ପଡିବ, ଜନ ସଚେତନତା କରିବାକୁ ପଡ଼ିବ, ସେ ପର୍ଯ୍ୟନ୍ତ ଆମେ ଅଟକିବା ନାହିଁ ଯେ ପର୍ଯ୍ୟନ୍ତ ଆମ ଆମର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ନାହାନ୍ତି, ଏଣୁ ହେ ଓଡ଼ିଶା ର ସାମାଜିକ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ମାନେ ପୁଣି ଥରେ ଆଗେଇ ଆସନ୍ତୁ, ପ୍ରସ୍ତୁତ ରୁହନ୍ତୁ, ଓ ଆଗମୀ କରୋନା ଭଳି ଯୁଦ୍ଧ ପରିସ୍ଥିତିକୁ ସାମ୍ନା କରିବାକୁ ଚେଷ୍ଟା କରନ୍ତୁ, ଆପଣଙ୍କ ସାହାଯ୍ୟ ଓ ବଳିଦାନ ଓଡ଼ିଶା ମନେରଖିବ।
ସମାଜସେବୀ ଶ୍ରୀ ନାରାୟଣ ମହାପାତ୍ର ଯୋଗାଯୋଗ- ୯୪୩୮୭୩୧୬୩୯
କରୋନାର ଦ୍ୱିତୀୟ ଲହରୀ-କଣ କରିବା ଆବଶ୍ୟକ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

