ଭୁବନେଶ୍ବର: ଆଉ ୨ ଦିନ ବଢିଲା ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଜାତୀୟ ସ୍ତରୀୟ ଶିଶିର ସରସ ମେଳା । ଜାନୁଆରୀ ୧୮ ତାରିଖ ପରିବର୍ତ୍ତେ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ମେଳା। ଲୋକସମାଗମକୁ ଦୃଷ୍ଟିରେ ରଖି ମେଳା ଅବଧି ୨ ଦିନ ବୃଦ୍ଧି କରାଯାଇଛି। ୧୦ ତାରିଖରୁ ଆରମ୍ଭ ହୋଇଛି ଶିଶିର ସରସ ମେଳା ୨୦୨୬। ପ୍ରତିଦିନ ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଚାଲୁଛି ମେଳା।
powered by social2s

