ଭୁବନେଶ୍ବରରେ ଆଦିବାସୀ ମେଳା ଆରମ୍ଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଭୁବନେଶ୍ବର ଏକ ନମ୍ବର ଆଦିବାସୀ ପଡ଼ିଆରେ ଆରମ୍ଭ ହେଲା ବହୁ ପ୍ରତୀକ୍ଷିତ ଆଦିବାସୀ ମେଳା। ଆଦିବାସୀ ମେଳାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମେଳାରେ ବିଭିନ୍ନ ଷ୍ଟଲ୍ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ। ମେଳାରେ ପ୍ରଦର୍ଶିତ ହେଉଛି ୧୦ଟି ସମ୍ପ୍ରଦାୟର ମଡେଲ ଗାଁ, ଆଦିବାସୀ ହସ୍ତଶିଳ୍ପ, କଳାକୃତି ଓ କୃଷିଜାତ ଦ୍ରବ୍ୟ। ଫେବୃଆରୀ ୫ ଯାଏଁ ଚାଲିବ ଆଦିବାସୀ ମେଳା।

powered by social2s