ବଡମ୍ବା: କଟକ ଜିଲ୍ଲା ବଡମ୍ବା ଟି ସେତୁ ନିକଟରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ହୋଲି ଖେଳି ଗାଧୋଇବା ବେଳେ ଭାସିଗଲେ ନାବାଳକ।
ମୃତ ନାବାଳକ ଜୀବନ ବେହେରା।
ନାବାଳକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲା ଅଗ୍ନିଶମ ବାହିନୀ। ବଡମ୍ବା ମେଡିକାଲରେ ନାବାଳକଙ୍କୁ ମୃତ ଘୋଷଣା କଲେ ଡାକ୍ତର।
powered by social2s

