ପୁରୀ: ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଆଜି ପୁରୀରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ।
ସୂଚନା ଅନୁଯାୟୀ ବୌଦ୍ଧ ରୁ ୪୫ ଖଣ୍ଡ ଅସନ ଓ ଧ ଉରା କାଠ ପହଞ୍ଚିଛି।
ଗତକାଲି ନୟାଗଡ଼ ବନଖଣ୍ଡରୁ ପହଁଚିଥିଲା ତୃତୀୟ ପର୍ଯ୍ୟାୟ ରଥକାଠ।
powered by social2s