ଉପକୂଳ ଓଡିଶାରେ କମିବ ତାପମାତ୍ରା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 

 

ଭୁବନେଶ୍ୱର: ଆଜିଠୁ ସାମୁଦ୍ରିକ ବାୟୁପ୍ରବାହ ଅଧିକ ସକ୍ରିୟ ରହିବା ଫଳରେ ଉପକୂଳ ଓଡିଶାରେ ୨ ଡିଗ୍ରୀ ତଳକୁ ଖସିପାରେ ଦିନ ତାପମାତ୍ରା। 

ପାଣିପାଗ ବିଭାଗ ର ଆକଳନ ଅନୁଯାୟୀ ସାମୁଦ୍ରିକ ବାୟୁ କାଳବୈଶାଖି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିପାରେ।

 

 

powered by social2s