କଟକ ଏଲ୍ ଆଇ ସି କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: କଟକ ଲିଙ୍କ୍‌ରୋଡ୍‌ ଏଲ୍ ଆଇ ସି କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ହୋଇଛି। ଅଗ୍ନିଶମ ସେବା ବିଭାଗର ଦୁଇଟି ଗାଡ଼ି ନିଆଁ କୁ ଆୟତ୍ତ କରିଛନ୍ତି। ପ୍ରଥମ ମହାଲାରେ ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। କାର୍ଯ୍ୟଳୟର କାଚ ଭାଙ୍ଗି ନିଆଁ ଲିଭାଇଥିଲେ ଅଗ୍ନିଶମ ବାହିନୀ।

powered by social2s