କଟକ: କଟକ ବକ୍ସିବଜାର ଫଳ ମାର୍କେଟରେ ଗତକାଲି ରାତିରେ ସ୍କୋର୍ପିଓ ଧକ୍କାରେ ଏକାଧିକ ଲୋକ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବେପରୁଆ ଭାବରେ ଗାଡ଼ି ଚଳାଇ କିଛି ଲୋକଙ୍କୁ ଧକ୍କା ଦେବା ପରେ ଏକ ବୁଲେଟ କୁ ଧକ୍କା ଦେଇଥିଲା କାର୍ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ପହଁଚି ଲୋକଙ୍କୁ ବୁଝାସୁଝା କରି ସ୍କୋର୍ପିଓ ଚାଳକଙ୍କୁ ଥାନାକୁ ନେଇଥିଲା।
powered by social2s

