ବାଣ ଫୁଟି ଯୁବକଙ୍କ ଆଖି ନଷ୍ଟ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭଦ୍ରକ: ବାହାଘର ଶୋଭାଯାତ୍ରା ବେଳେ ବାଣ ଫୁଟି ଜଣେ ଯୁବକଙ୍କ ଆଖି ନଷ୍ଟ ହୋଇଥିବାର ସୂଚନା ମିଳିଛି।ଘଟଣା ଘଟିଛି ଭଦ୍ରକ ଜିଲ୍ଲା ପୁରୁଣା ବଜାର ଲହୋପଟି ଅଞ୍ଚଳରେ।ଗୁରୁତ୍ବୁର ଯୁବକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି ।ଶୋଭାଯାତ୍ରା ଚାଲିଥିବା ରାସ୍ତା ଦେଇ ଜାଉଥିବା ବେଳେ ଘଟିଛି ଅଘଟଣ।

 

powered by social2s