ଭୁବନେଶ୍ୱର: ଇସ୍ତଫା ଦେଇଛନ୍ତି ଭୁବନେଶ୍ୱର ଡିସିପି ଜଗମୋହନ ମୀନା। ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଲେ ମୀନା। ଓଡ଼ିଶା ଡିଜିପି ୱାଇବି ଖୁରାନିଆ ସୂଚନା ଦେଇଛନ୍ତି ଯେ ୨୦୧୩ ବ୍ୟାଚ୍ ଅଧିକାରୀ ଶ୍ରୀ ମୀନାଙ୍କ ଇସ୍ତଫା ସରକାରଙ୍କ ପରୀକ୍ଷାଧୀନରେ ରହିଛି। ସେ ଚଳିତ ବର୍ଷ ଫେବୃଆରୀ ୨୮ ରେ ଭୁବନେଶ୍ୱର DCP ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ପୂର୍ବରୁ ସେ କଟକ ଡିସିପି ଏବଂ ଅନୁଗୁଳ ଓ ଗଞ୍ଜାମର ଏସପି ଭାବେ କାର୍ଯ୍ୟ କରିଛନ୍ତି।
powered by social2s

