ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା କାକଦ୍ବୀପ ନିକଟରୁ ୯ ଜଣ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଦୀଘା ଶଙ୍କରପୁର ଜେଟିରୁ ମାଛ ମାରିବାକୁ ଯାଇଥିଲେ ୧୫ ମତ୍ସ୍ୟଜୀବୀ। ରକ୍ତେଶ୍ବରୀ ବାଲିଚଢ ନିକଟରେ ଟ୍ରଲର୍ଟି ଓଲଟି ପଡ଼ିଥିବା ସୂଚନା। ଦୀର୍ଘ ଦିନ ପରେ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।ଏବେ ୬ଜଣ ନିଖୋଜ ଥିବା ସୂଚନା।
powered by social2s

