ଭୁବନେଶ୍ୱର : ଭୀଷଣ ବର୍ଷା ପାଇଁ ଓଡ଼ିଶାକୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି। ୨୦ ସେମିରୁ ଅଧିକ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି । ପୁନର୍ବାର ବିପଦ ସଂକେତ ଅତିକ୍ରମ କଲା ବୈ ତରଣୀ। ବିପଦ ସଂକେତ ଆଖୁଆପଦାଠାରେ ୧୮.୩୩ ମିଟର ଥିବା ବେଳେ ସକାଳ ୬ଟାରେ ବିପଦ ସଂକେତ ଉପରେ ୧୮.୩୩ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି।
powered by social2s

