ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ଏକ ଆବାସିକ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ଛାତ୍ରକୁ ରାଗିଂ ଅଭିଯୋଗ ହୋଇଛି। ପେଣ୍ଟା ପିଏମ୍ଶ୍ରୀ ହାଇସ୍କୁଲରେ ରାଗିଂ ଅଭିଯୋଗ ଆଣିଲେ ଷଷ୍ଠ ଶ୍ରେଣୀ ଛାତ୍ର। ଦଶମ ଶ୍ରେଣୀ ଛାତ୍ର ମାଡ଼ ମାରିବା ସହ ବିଭିନ୍ନ କାମ କରାଉଥିବା ନେଇ ଅଭିଯୋଗ କଲେ ଛାତ୍ର। ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଲେ ଜିଲ୍ଲା ମଙ୍ଗଳ ଅଧିକାରୀ।
powered by social2s

