ସରିଲା ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ସରିଲା ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଚାଲିପାରିଲାନି ବିଧାନସଭା। ଅନିର୍ଦ୍ଧିଷ୍ଟ କାଳ ପାଇଁ ମୂଳତବୀ ହେଲା ବିଧାନସଭା। ୯ଟି କାର୍ଯ୍ୟଦିବସରୁ ମାତ୍ର ୫ ଦିନ ଚାଲିପାରିଲା ଗୃହ। ବିଧାନସଭାରେ ଉପସ୍ଥାପିତ ହୋଇଛି ୬ଟି ରିପୋର୍ଟ। ଗୃହରେ ଉପସ୍ଥାପିତ ହୋଇଛି ସିଏଜି ରିପୋର୍ଟ।

powered by social2s