ବାଣ ଫୁଟାଇବା ବେଳେ ଦୀପ ନିଆଁରୁ ଫାଟିଲା ଗ୍ୟାସ ସିଲିଣ୍ଡର, ୧୦ ରୁ ଅଧିକ ଆହତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ : ପୁରୀ ବଳିଆପଣ୍ଡା ମଦନ ଭୀଲ୍ଲା ପଛପଟେ ଥିବା ଏକ ଘରେ ବାଣ ଫୁଟାଇବା ବେଳେ ଦୀପ ନିଆଁରୁ ଫାଟିଲା ଗ୍ୟାସ ସିଲିଣ୍ଡର। ଦୁର୍ଘଟଣାରେ ୧୦ ରୁ ଅଧିକ ଆହତ ହୋଇଛନ୍ତି। ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

powered by social2s