ଐତିହାସିକ କାଳୀପୂଜା ପାଇଁ ଉତ୍ସବମୁଖର ଭଦ୍ରକ ସହର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭଦ୍ରକ: ଐତିହାସିକ କାଳୀପୂଜା ପାଇଁ ଉତ୍ସବମୁଖର ହୋଇ ଉଠିଛି ଭଦ୍ରକ ସହର। ଗାଁଠୁ ସହର, ସବୁଠି ଉତ୍ସାହର ମାହୋଲ। ଚଳିତ ବର୍ଷ ୯ ଦିନ ଧରି ୧୧ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା' କାଳୀ। ମଧ୍ୟରାତ୍ରିରୁ ମା'ଙ୍କ ଜୀବନ୍ୟାସ ପରେ ଆରମ୍ଭ ହୋଇଛି ପୂଜାର୍ଚ୍ଚନା। ଭଦ୍ରକର କାଳୀପୂଜା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁଙ୍କ ଆଗମନ ହେଉଛି। ମଣ୍ଡପଗୁଡ଼ିକରେ ସୁନ୍ଦର ତୋରଣ, ଆଲୋକମାଳା ଓ ମା'ଙ୍କ ଭବ୍ୟ ମୂର୍ତ୍ତି ଦର୍ଶନ ପାଇଁ ଲୋକଙ୍କ ଭିଡ଼ ଲାଗି ରହିଛି।

powered by social2s