ବଡ଼ ଓଷାରେ ଚଳଚଞ୍ଚଳ ଧବଳେଶ୍ୱର ପୀଠ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ : ବଡ଼ ଓଷାରେ ଚଳଚଞ୍ଚଳ ହୋଇଛି କଟକ ଧବଳେଶ୍ୱର ପୀଠ। ରାତି ୨ଟାରେ ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧିକ୍ଷଣରେ ବାବା ଧବଳେଶ୍ୱରଙ୍କ ନିକଟରେ ପ୍ରସିଦ୍ଧ ଗଜଭୋଗ ଓ ତରଣ ଲାଗି ହୋଇଛି। ଗଜଭୋଗ ପାଇବାକୁ ବର୍ଷ ତମାମ ଅପେକ୍ଷା କରିଥାନ୍ତି ଶ୍ରଦ୍ଧାଳୁ। ବାବାଙ୍କୁ ବଡ଼ ସିଂହାର ବେଶରେ ଦର୍ଶନ କରିଛନ୍ତି ଭକ୍ତ। ମହାନଦୀରେ ବୁଡ଼ ପକାଇ ବ୍ରତ ପାଳିଲେ ଶ୍ରଦ୍ଧାଳୁ।

powered by social2s